ସାବଧାନ ହେଇ ଯାନ୍ତୁ ଫେରିବାଳାଙ୍କ ଠାରୁ ଯଦି ଆପଣ ଜିନିଷ କିଣୁଥାନ୍ତି,ପୁଣି ଏକ ଘଟଣା ସାମ୍ନାକୁ ଆସିଛି,ପୁରୀ ପୋଲିସ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି,ଦିନରେ ଫେରିବାଲା ରାତିରେ ଡକାୟତି । (ବିଭିନ୍ନ ପ୍ରକାରର ଜିନିଷ ବିକିବା ଆଳରେ) ଗାଁ ଠାରୁ ସହର ବୁଲନ୍ତି। ରେକି କରନ୍ତି ରାତିରେ ସୁଯୋଗ ଦେଖି ଡକାୟତି କରନ୍ତି। ପୁରୀ ପୋଲିସ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି। ଅସ୍ତରଙ୍ଗ ବଜାରରେ ଏକ ନୂଆ ମୋବାଇଲ ଦୋକାନକୁ ତାଡି ଲୁଟ କରିଥିଲେ। ପେଶାଦାର ଡକାୟତ। ସି ସି ଟିଭି ଫୁଟେଜ ଆଧାରରେ ଏହି ଘଟଣାର ସମ୍ପକ୍ତୃ ଥିବା ଡାକୟତଙ୍କ ଉତ୍ତରପ୍ରଦେଶରୁ ଧରିଲାବାରେ ସମର୍ଥ ହେଲା ଅସ୍ତରଙ୍ଗ ପୋଲିସ। ସେମାନେ କିଛି ଫୋନ୍ ବିକି ଦେଇଥିଲେ ଯେଉଁ ଦୋକାନରେ ବିକ୍ର କରିଥିଲେ ତାକୁ ଧରା ଯାଇଛି। ସେମାନଙ୍କ ଠାରୁ 40ମୋବଇଲ ଜବତ l ସହ 1ଲକ୍ଷ 80ହଜାର ଟଙ୍କା ଜବତ ଓ ତିନି ଜଣ ଡକାୟତଙ୍କୁ ଗିରଫ କରାଯାଇଛି l ଜଣେ ଫେରାର ହୋଇଯାଇଛି। ଫେରିବାଳା ଙ୍କ ଠାରୁ ସଜାଗ ରୁହନ୍ତୁ। ସଙ୍ଗେ ବିଶ୍ବାସ କରନ୍ତୁ ନାହିଁ। ବ୍ୟୟୁର ରିପୋର୍ଟ ଖୋଲା ଖବର
