ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ବାଳ ଙ୍କୁ ସମ୍ବର୍ଦ୍ଧିତ କଲେ କଟକ ଜିଲ୍ଲା ବିଜେପି ।
କଟକ ଜିଲ୍ଲା ବିଜେପି ତରଫରୁ ବରିଷ୍ଟ ବିଜେପି ନେତା ଡକ୍ଟର ପ୍ରଭାତ ରଂଜନ ବିଶ୍ବାଳ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଭାପତି ସୁକାନ୍ତ ବିଶ୍ବାଳଙ୍କ ନେତୃତ୍ୱରେ ଆୟୋଜିତ ଶହ ଶହ କାର୍ଯ୍ୟକର୍ତ୍ତା ଗଡଗଡିଆ ଘାଟଠାରୁ ଏକ ଶୋଭାଯାତ୍ରାରେ ଶ୍ରୀ ପ୍ରଭାତ…
