MMDR Act ସଂଶୋଧନକୁ ନେଇ ଦିଲ୍ଲୀ ଚାଲୋର ଡାକରା ଦେଲା ଓଡ଼ିଶା ସ୍ୱାଭିମାନ ମଞ୍ଚ
ଭୁବନେଶ୍ୱର, ୦୯/୧୦/୨୦୨୬: କେନ୍ଦ୍ର ସରକାର ପାରିତ କରିଥିବା MMDR ସଂଶୋଧନ ବିଧେୟକ, ୨୦୨୬ ବିରୋଧରେ ଓଡ଼ିଶା ସ୍ୱାଭିମାନ ମଞ୍ଚ ପକ୍ଷରୁ ଦିଲ୍ଲୀ ଚାଲୋର ଡାକରା ଦିଆଯାଇଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ଶ୍ରୀ ସୁଧାଂଶୁ ପାତ୍ର ଏହି…
