ବିହାର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଦାବି କଲେ ତେଜସ୍ବୀ ଯାଦବ
ପାଟନା: ବିହାରରେ ହୋଇଥିବା ବନ୍ୟାରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁସଂଖ୍ୟକ ଘରଦ୍ବାର ଭାଙ୍ଗିରୁଜି ଯାଇଛି। ବନ୍ୟା କ୍ଷତିଗ୍ରସ୍ତକୁ କେନ୍ଦ୍ର ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଶନିବାର ଦାବି କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ।ସାମ୍ବାଦିକଙ୍କ…
