ଆଜି ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ
ଭୁବନେଶ୍ୱର : ଆଜି ବିଜେଡି ପକ୍ଷରୁ ଗାନ୍ଧୀ ମାର୍ଗରେ ବିଶାଳ ଗଣ ବିକ୍ଷୋଭ ହେଉଛି। ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଗାନ୍ଧୀ ମାର୍ଗରେ ଦେଖାଯାଇଛି ବିରୋଧୀଙ୍କ ଗର୍ଜନ। ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନବୀନ ଏହି…
