ସିଜେପିର ଜନ୍ତର ମନ୍ତର ପ୍ରତିବାଦ ,ଦିଲ୍ଲୀ ହୁଲୁସ୍ତୁଲ

ନୂଆଦିଲ୍ଲୀ : ସିଜେପି ଆଜି ଦିଲ୍ଲୀରେ ଏକ ପ୍ରତିବାଦ କରୁଛନ୍ତି ଏବଂ ରାଜଧାନୀ ହୁଲୁସ୍ତୁଲ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକରେ ଦୁଇ ଦିନିଆ ପ୍ରତିବାଦ ପରେ, ବହୁତ ଉତ୍ତେଜନା ଦେଖାଦେଇଛି। ଆଜି ସିଜେପି ଏବଂ ଦିଲ୍ଲୀ ପୁଲିସ ମଧ୍ୟରେ ସଂଘର୍ଷ ହୋଇପାରେ…

ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

ଉତ୍ତରାଖଣ୍ଡର ଚମୋଲୀ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ

ଚମୋଲୀ :  ମଙ୍ଗଳବାର ରାତି ପ୍ରାୟ ୧୦.୨୦ ବେଳେ ଉତ୍ତରାଖଣ୍ଡର ଚମୋଲୀ ଅଂଚଳରେ ଏକ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୯ ବୋଲି ଜଣାପଡ଼ିଛି । ଏନସିଏସ ପକ୍ଷରୁ ଏହି ଭୂକମ୍ପ ସଂପର୍କରେ ସୂଚନା…

କୋରାପୁଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କୋରାପୁଟ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସ୍ୱତନ୍ତ୍ର ଭାରତୀୟ ବାୟୁସେନା ବିମାନରେ କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ପହଞ୍ଚିଛନ୍ତି। ସୁନାବେଡ଼ା ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ପ୍ରତିରକ୍ଷା…

ରୁଷ୍‌ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ

ମସ୍କୋ: ରୁଷିଆର ସାଇବେରିଆ ଅନ୍ତର୍ଗତ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ରୁ ଅଧିକ ଲୋକଙ୍କୁ ସଙ୍ଗରୋଧ (କ୍ୱାରେଣ୍ଟାଇନ୍) କରାଯାଇଛି।…

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ ନୋବେଲ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ତିନି…

ଲକ୍ଷ ଲକ୍ଷ ଭୋଟରଙ୍କୁ ମତଦାନରୁ ବଞ୍ଚିତ କରିବା ବେଆଇନ : ବିଚାରପତି ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁ

ହାଇଦରାବାଦ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ବାରା ଦେଶରେ କାର୍ଯ୍ୟକାରୀ କରାଯାଇଥିବା ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ମନ୍ତବ୍ୟ ଏହାକୁ ଆହୁରି ତୀବ୍ର କରିଛି। ରବିବାର ହାଇଦରାବାଦସ୍ଥିତ ନାଲସାର ଜାତୀୟ ଆଇନ…

ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ

ଆବୁଧାବି : ଆବୁଧାବିରେ ଚିକିତ୍ସିତ ହେଉଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ୟୁଏଇର ଉପ ପ୍ରଧାନମନ୍ତ୍ରୀ ତଥା ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମହମ୍ମଦ ଅଲ୍ ମାକତୁମ୍। ସାକ୍ଷାତ କାଳରେ ଶେଖ ହମଦାନ ଭାରତୀୟ…

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ସତ୍ୟାଗ୍ରହ’ ଆରମ୍ଭ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ସେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ଦିନକ ପରେ ଶନିବାର ‘ସତ୍ୟାଗ୍ରହ’ ଆରମ୍ଭ କରିଛନ୍ତି। ଏହି ସତ୍ୟାଗ୍ରହ…

ହର୍ମୁଜରେ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ; ୫ ଭାରତୀୟ ନାଗରିକ ଉଦ୍ଧାର

ନୂଆଦିଲ୍ଲୀ : ପୁଣି ହର୍ମୁଜରୁ ଆସିଛି ଏକ ବଡ ଖବର। କୁୱେତ ପତାକା ବହନ କରୁଥିବା ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ଏଥିରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ପରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ଓମାନରେ…