କେବିସିରେ ଚମକିଲେ ଓଡ଼ିଆ ଝିଅ ସୋନାଲି ଶେଷାଦ୍ରୀ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳର କନ୍ୟା ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରିଚାଳିତ ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ (କେବିସି)ରେ ଭାଗ ନେଇ ହଟ୍‌ସିଟରେ ବସିବାର…

ସ୍ଵତନ୍ତ୍ର ଏସ୍‌ଆଇଆର୍‌ ପ୍ରସଙ୍ଗ; ବାଦ୍ ଭୋଟର୍‌ଙ୍କ ଘରେ ବିଏଲ୍‌ଓ

ଭୁବନେଶ୍ୱର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଯେଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌ ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ…

ପୁଣି ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର: ପ୍ରାୟ ୩ ମାସର ବ୍ୟବଧାନ ପରେ ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା। ଏହାଦ୍ୱାରା ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୁବିଧା ମିଳିବ।ସୂଚନା ଅନୁଯାୟୀ, ବିମାନଟି ରାତି ୧୧ଟା ୫ ମିନିଟ୍‌ରେ ଭୁବନେଶ୍ୱରରୁ ଉଡ଼ାଣ…

ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ଝଟକା। ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ଅଭାବ ମଧ୍ୟରେ ନୂତନ ମାସ ଆସିବା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଅକ୍ଟୋବର…

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନା ଗୁରୁବାର ସକାଳେ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକମାନେ କାମ କରୁଥିବା ସମୟରେ ହଠାତ୍ ଭୂମି ଥରିବାକୁ ଲାଗିଲା, ଯାହା ଆତଙ୍କ ସୃଷ୍ଟି କରିଥିଲା। ଭୂମିକମ୍ପ ଅନୁଭୂତ ହେବା…

ପ୍ରାୟ $୧.୮ ବିଲିୟନ ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି ତଟରକ୍ଷା ବାହିନୀ

ନୂଆଦିଲ୍ଲୀ : ତଟରକ୍ଷା ବାହିନୀ ଏବଂ ଗୁଜରାଟ ଏଟିଏସ ଏକ ଇରାନୀ ବୋଟରେ ୩,୦୦୦ କୋଟି (ପ୍ରାୟ $୧.୮ ବିଲିୟନ) ମୂଲ୍ୟର ଡ୍ରଗ୍ସ ସହିତ ପାଞ୍ଚ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛନ୍ତି। ଏହି ପାଞ୍ଚ ଜଣ ଅଭିଯୁକ୍ତ ସମୁଦ୍ର ପଥରେ ମୁମ୍ବାଇକୁ…

ଦୀପାବଳିକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦୀପାବଳିକୁ ନେଇ ବୁଧବାର ସୁପ୍ରିମକୋର୍ଟ ବଡ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନସିଆରରେ ବାଣ ଫୁଟାଇବା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯିବ…

ଅକ୍ଟୋବର ମାସରେ ବାହୁଡ଼ିବ ମୌସୁମି

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ରହିଛି। ସେପ୍ଟେମ୍ବର ୩୦ରେ ମୌସୁମି ଋତୁ ଶେଷ ହେଉଥିବା ବେଳେ ଅକ୍ଟୋବର ପ୍ରଥମ ସପ୍ତାହ ଶେଷ ସୁଦ୍ଧା କିମ୍ବା ଦ୍ବିତୀୟ ସପ୍ତାହ ପ୍ରାରମ୍ଭରୁ ଓଡ଼ିଶାରୁ ମୌସୁମି ବାୟୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ…

ଅଠର ବର୍ଷ ନହେଲ ସୋସିଆଲ ମିଡିଆରେ ଆକାଉଣ୍ଟ ମନା

ନୂଆଦିିଲ୍ଲୀ : ଅଠର ବର୍ଷ ନହେଲା ପର୍ଯ୍ୟନ୍ତ ଶିଶୁ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଏ ସମ୍ବନ୍ଧିତ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି ଯେ ନାବାଳକଙ୍କ ସମ୍ବନ୍ଧିତ ଭାରତୀୟ ଆଇନକୁ…

କନଷ୍ଟେବଲ ଅଦ୍ୱେଷ କୁମାରଙ୍କ ଗୁଳିରେ ୪ ସହକର୍ମୀ ମୃତ

ଜମ୍ମୁ : ଜମ୍ମୁ କାଶ୍ମୀରର କାଠୁଆ ଜିଲାରେ ମୁତୟନ ଥିବା ସିଆଇଏସଏଫର ହେଡ କନଷ୍ଟେବଲ ଅଦ୍ୱେଷ କୁମାରଙ୍କ ଗୁଳିରେ ସିଆଇଏସଏଫର ଜଣେ ଅଫିସରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାଠୁଆ ଜିଲାର…