ବ୍ୟାଙ୍କକରେ ବର୍ଷା ତାଣ୍ଡବ ; ୭ ଲକ୍ଷ ପ୍ରଭାବିତ

ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ବେହାଲ୍ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ। ଗତ କିଛି ଦିନ ଧରି ଲଗାତାର ଲାଗି ରହିଥିବା ବର୍ଷା ହେବା ଫଳରେ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବରେ ବ୍ୟାହତ ହୋଇଛି। ପ୍ରମୁଖ ରାସ୍ତାଗୁଡ଼ିକ ବୁଡ଼ି ରହିଛି…

ଆସିବ ବିନା ଡାଟା ରିଚାର୍ଜ ଭାଉଚର

ନୂଆଦିଲ୍ଲୀ : ଭାରତୀୟ ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ଟେଲିକମ୍ ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ କେବଳ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌…

ଦିଲ୍ଲୀରେ ଦୁଷ୍କର୍ମ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାବାଳିକାଙ୍କୁ ନେଇ ବାରମ୍ବାର ଘଟୁଥିବା ଦୁଷ୍କର୍ମ ମାମଲାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ପୁଲିସ ଏବଂ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ଘଟଣାଗୁଡ଼ିକ ସାଧାରଣ ନାଗରିକଙ୍କ ସୁରକ୍ଷା…

ବିଜୁଳି ବିଲ୍‌ରୁ ଅସୁଲ ହେବ ଅନାଦେୟ ଟ୍ରାଫିକ୍ ଇ-ଚାଲାଣ

ନୂଆଦିଲ୍ଲୀ : ଅନାଦେୟ ଟ୍ରାଫିକ୍ ଇ-ଚାଲାଣ ବା ଜୋରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଦେଶସାରା ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କାର ଟ୍ରାଫିକ୍ ଚାଲାଣକୁ ଆଦାୟ କରିବା ପାଇଁ ଗାଡ଼ି ଚାଳକଙ୍କ ବିଜୁଳି ବିଲରେ…

ଦେଶର ପ୍ରଥମ ଏଲଏନଜି ଟ୍ରେନ ଶୁଭାରମ୍ଭ କଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ଅହମ୍ମଦାବାଦ: ଭାରତର ପ୍ରଥମ ଲିକ୍ବିଫାଏଡ ନ୍ୟାଚୁରାଲ ଗ୍ୟାସ (ଏଲଏନଜି) ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଗୁଜରାଟର ସାବରମତୀରୁ ରବିବାର ସବୁଜ ପତାକା ଦେଖାଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଟ୍ରେନ ସେବା ଓ ୧୫୪୨ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର…

ନେପାଳରେ ଭୟଙ୍କର ହିମସ୍ଖଳନ; ୧୦ ନିଖୋଜ

କାଠମାଣ୍ଡୁ: ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର…

ପାକିସ୍ତାନର ଖୈବର ପଖତୁନଖ୍ବାରେ ଆତ୍ମଘାତୀ ଆକ୍ରମଣ , ୧୩ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ବାରେ ଶନିବାର ଆତ୍ମଘାତୀ ଆକ୍ରମଣ ହୋଇଛି। ଡେରା ଇସମାଇଲ ଖାନ ଜିଲାର ରାସ୍ତା କଡ଼ରେ ଥିବା ଏକ ପୁଲିସ ଶିବିରକୁ ନିଶାଣ କରି ହୋଇଥିବା ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨…

ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି : ଇରାନର ଅସ୍ତ୍ରବିରତି ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ

ୱାଶିଂଟନ: ପଶ୍ଚିମ ଏସିଆରେ ଉତ୍ତେଜନା ପୁନର୍ବାର ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଆମେରିକାର ସର୍ତ୍ତଗୁଡ଼ିକୁ ଗ୍ରହଣ କରେ, ତେବେ ସେ ସାତ…

ଅକ୍ଟୋବର ମାସରେ ଆସୁଛି ଅନେକ ପର୍ବପର୍ବାଣୀ: ୧୧ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଆସୁଛି ଅନେକ ପର୍ବପର୍ବାଣୀ। ଏହି ମାସରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କରବା ଚୌଥ ଭଳି ପ୍ରମୁଖ ପର୍ବଗୁଡ଼ିକ ରହିଛି। ମାତ୍ର ଏହା ସହିତ ବ୍ୟାଙ୍କ ଶାଖାଗୁଡ଼ିକର ଏକ ଲମ୍ବା ଛୁଟି ତାଲିକା ମଧ୍ୟ…

କାଲି (ରବିବାର) ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର : କାଲି (ରବିବାର) ଖୋଲା ରହିବ ବ୍ୟାଙ୍କ।ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୭ ତାରିଖ ରବିବାର ବ୍ୟାଙ୍କଗୁଡ଼ିକ ଖୋଲା ରହିବ। ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ…