ଓସ୍କାର ପାଇଁ ମରାଠୀ ଫିଲ୍ମ ‘ଗୋନ୍ଧାଲ’ ମନୋନୀତ
ମୁମ୍ବାଇ: ସନ୍ତୋଷ ଦଭାଖାର୍ଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମ ‘ଗୋନ୍ଧାଲ’ ୯୯ତମ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଛି । ମହାରାଷ୍ଟ୍ରର ସଂସ୍କୃତି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବ ବୋଲି ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ…
