ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ : ପୁଣି ଥରେ ବୋମା ପକାଇବ କି ଆମେରିକା? ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ। ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କତାର ମାଧ୍ୟମରେ ଆମେରିକାକୁ ପ୍ରସ୍ତାବ ପଠାଇଥିଲା। ଏଥିପାଇଁ ଇରାନ ତିନୋଟି ସର୍ତ୍ତ ରଖିଥିଲା।…

ସ୍ୱାମୀଙ୍କ ଋଣ ସହିତ ସ୍ତ୍ରୀର କୌଣସି ସମ୍ପର୍କ ନାହିଁ-: ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ ଲୋନ୍ ନେଇଥିଲେ, ସେଥିରେ ସ୍ତ୍ରୀଙ୍କର କୌଣସି ନେଣଦେଣ ନାହିଁ। ଯେତେବେଳେ ଜଣେ ସ୍ୱାମୀ ଋଣ ନେଇ ତାହାକୁ ପରିଶୋଧ କରିବାରେ ବିଫଳ ହୁଅନ୍ତି କିମ୍ବା ମୃତ୍ୟୁବରଣ କରନ୍ତି, ବ୍ୟାଙ୍କ ଋଣ ପରିଶୋଧ ପାଇଁ ପତ୍ନୀଙ୍କୁ ଦାୟୀ କରିଥାଏ।…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଡାକ୍ତର ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମ୍ମମ ହାଇୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ପିଲ୍ଲାଲମାରି ନିକଟରେ ଏକ ଭଲଭୋ କାର ରାସ୍ତାର ଡିଭାଇଡରରେ ପିଟି ହେବା ପରେ ହଠାତ୍‌ ଏଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ କାର ଭିତରେ ଥିବା ଜଣେ ଡାକ୍ତରଙ୍କ ଜୀବନ୍ତ ଦଗ୍ଧ…

ଇମ୍ରାନ ଖାନଙ୍କ ଭଉଣୀ ଗିରଫ

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର ତାଙ୍କ ଲାହୋରସ୍ଥିତ ବାସଭବନରୁ ତାଙ୍କୁ ହେପାଜତକୁ ନିଆଯାଇଥିବା ଖବର ସାମ୍ନାକୁ ଆସିଛି ।…

ରୁଷିଆ ଉପରେ ୟୁକ୍ରେନର ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା। ଏଥିରୁ ପ୍ରାୟ ୪୫୦ଟି ମସ୍କୋ ଦିଗକୁ ଆସିଥିବା ଏବଂ ସେଗୁଡ଼ିକୁ ଧ୍ୱଂସ କରାଯାଇଥିବା…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ନିର୍ବାଚନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪ଟି ପଦବୀରୁ ୩ଟିରେ ବିଜୟୀ

ନୂଆଦିଲ୍ଲୀ :DUSU ନିର୍ବାଚନରେ ABVP ୪ଟି ପଦବୀରୁ ୩ଟିରେ ବିଜୟୀ ହୋଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ଛାତ୍ର ସଂଘ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାଧାନ୍ୟ ବିସ୍ତାର…

ୟୁରୋପକୁ ଅଶୋଧିତ ତୈଳ ଦେବନି ସାଉଦି ଆରବ

ରିୟାଦ: ୟୁରୋପୀୟ ଦେଶଗୁଡ଼ିକୁ ଆସନ୍ତା ମାସ ପାଇଁ ଅଶୋଧିତ ତୈଳ ଯୋଗାଣ କରିବାକୁ ସାଉଦି ଆରବ ମନା କରିଦେଇଛି। ଅତିକମରେ ୟୁରୋପର ଦୁଇ ତୈଳ ବିଶୋଧନାଗାରକୁ ସାଉଦିର ଆରାମକୋ କମ୍ପାନୀ ଏହି ସୂଚନା ଦେଇଛି। ଗତ ୧୧ ତାରିଖରେ ହୁତି ବିଦ୍ରୋହୀଙ୍କ…

ୟୁରୋପରୁ ୪୦ ହଜାର ସୈନ୍ୟ ହ୍ରାସ କରିବେ ଟ୍ରମ୍ପ

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳ ବିବାଦପୂର୍ଣ୍ଣ ହୋଇଯାଇଛି। ସେ ନେଉଥିବା ନିଷ୍ପତ୍ତି ଯୋଗୁଁ ଖାଲି ଆମେରିକା ନୁହେଁ; ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଶତ୍ରୁ କଥା ତ ଛାଡ଼ନ୍ତୁ, ମିତ୍ର ରାଷ୍ଟ୍ରଗୁଡ଼ିକୁ ବି ଟ୍ରମ୍ପ ଛାଡୁନାହାନ୍ତି।…

ଲାଭ ପାଇଁ ଘରୋଇ ବିଶ୍ବବିଦ୍ୟାଳୟ ଚାଲିପାରିବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ କେବଳ ଲାଭ ପାଇଁ ଚଲା ଯାଇପାରିବ ନାହିଁ। ବ୍ୟବସାୟ ଭଳି ଏହି ସଂସ୍ଥାଙ୍କୁ ଚଲାଇବାକୁ ଅନୁମତି ଦିଆଯିବ ନାହିଁ। ଶିକ୍ଷା ସମ୍ବନ୍ଧିତ ସାର୍ବଜନୀନ ଲକ୍ଷ୍ୟ ହାସଲ କରିବା ଏହାର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ମଧ୍ୟପ୍ରଦେଶରେ ଚାଲିଗଲା ୭ ଓଡିଆଙ୍କ ସହ ୮ ଜୀବନ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ମା’ ବଗଳାମୁଖୀ ମନ୍ଦିର ନିକଟରେ ବର୍ଷା ଯୋଗୁଁଁ ଏକ କାର ନଦୀରେ ଭାସିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ…