ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷା
ଧାମରା: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍ଡିଓ) ପକ୍ଷରୁ ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଶୁକ୍ରବାର ଦୁଇଥର ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରାସ୍ଥିତ କଲାମ ଦ୍ୱୀପର ‘ଆଇଟିଆର’ ଲଞ୍ଚ କେମ୍ପ୍ଲକ୍ସରୁ ସକାଳ ୯ଟାରେ ଏହି କ୍ଷେପଣାସ୍ତ୍ର ଲଗାତାର…
