ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ମନା

ବେଙ୍ଗାଲୁରୁ: ଗଣେଶ ଚତୁର୍ଥୀ ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ମଦ ବିକ୍ରୟ ଉପରେ ଜାରି ହେଲା କଟକଣା। ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ମଦ ବିକ୍ରୟ ଉପରେ କଟକଣା ଲାଗୁ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ…

ପୁଣି ବିବାହ ବନ୍ଧନରେ ଆବଦ୍ଧ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିତ

ନୂଆଦିଲ୍ଲୀ :ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍ଡସ୍ମିତ ପୁଣି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ୫୨ ବର୍ଷ ବୟସରେ ଆଇରିସ-ଅଷ୍ଟ୍ରେଲିଆନ ଅରବପତି ଫାଇନାନ୍ସର ୬୨ ବର୍ଷୀୟ କ୍ୟାମରେନ ଓ’ରେଲିଙ୍କୁ ଦ୍ବିତୀୟ ବିବାହ…

କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍‌କୁ ନେଇ ପୁଣି ପାକିସ୍ତାନର ଛଳନା

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଆଜାରକୁ ପୁଣି ଥରେ ମୋଷ୍ଟ ୱାଂଟେଡ ତାଲିକାରେ ସ୍ଥାନ ଦେଇଛି ପାକିସ୍ତାନ । ତାକୁ ଧରିଦେଲେ ବା ତା ସମ୍ପର୍କିତ ଖବର ଦେଲେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ସ୍ୱରୂପ…

ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଅପସରିବାର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଭାରତ ଛାଡ଼ିବାକୁ ମୌସୁମି ସଜବାଜ ହେଲାଣି। ଆସନ୍ତା ୧୯ ତାରିଖରୁ ରାଜସ୍ଥାନରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ସେପ୍ଟେମ୍ବର ୧୪ରେ…

୨୦୨୯ ସୁଦ୍ଧା ୨୧ ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ ୟୁସିସି : ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ମୁମ୍ବଇ: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ୨୦୨୯ ସୁଦ୍ଧା ଏନଡିଏ ଶାସିତ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (ୟୁସିସି) କାର୍ଯ୍ୟକାରୀ କରିଦିଆଯିବ ବୋଲି କହିଛନ୍ତି। ଏବେ କିଛି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିଥିବା ସେ ସୂଚନା ଦେଇଛନ୍ତି।…

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ରବିବାର ସକାଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଏକାଠି…

ଇଣ୍ଡୋନେସିଆ ସମୁଦ୍ରରେ ବୁଡ଼ିଗଲା ଯାତ୍ରୀବାହି ଜାହଜ: ୬ ମୃତ, ୧୩୦ ନିଖୋଜ!

ଇଣ୍ଡୋନେସିଆ : ଇଣ୍ଡୋନେସିଆର ଜାଭା ସମୁଦ୍ରରେ ଏକ ଯାତ୍ରୀବାହୀ ଜାହଜ ବୁଡ଼ିଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ ନିଖୋଜ ଅଛନ୍ତି । ନିଖୋଜମାନଙ୍କୁ ଠାବ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ଦ ଭିର୍ଗୋ ଟ୍ରାନ୍ସପୋର୍ଟ-୮ ନାମକ ଏହି…

୬ ବର୍ଷ ପରେ ଦିଲ୍ଲୀ-ଗ୍ବାଙ୍ଗଝୌ ବିମାନ ଉଡ଼ିବ

ନୂଆଦିଲ୍ଲୀ:୬ ବର୍ଷ ପରେ ନୂଆଦିଲ୍ଲୀ ଏବଂ ଗ୍ବାଙ୍ଗଝୌ ମଧ୍ୟରେ ପୁଣି ବିମାନ ଚଳାଚଳ କରିବ। ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଚାଇନା ଦକ୍ଷିଣ ଏୟାରଲାଇନ୍ସ ଘୋଷଣା କରିଛି। ସେପ୍ଟେମ୍ବର ୨୧ ତାରିଖରୁ…

ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ଜୟପୁର: ଇଞ୍ଜିନ୍‌ରେ ତ୍ରୁଟି ଦେଖାଦେବାରୁ ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଜୟପୁର ଆଡ଼କୁ ଡାଇଭର୍ଟ କରି ଜରୁରୀ ଅବତରଣ କରାଯାଇଛି। ବିମାନରେ ପ୍ରାୟ ୧୪୦ ଜଣ ଯାତ୍ରୀ ଥିବାବେଳେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ…

ବ୍ରିକ୍ସ ସମ୍ମିଳନୀ ଅବସରରେ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ମିଡିଆ କିଟ୍‌ରେ କୋରାପୁଟ କଫି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ସମୃଦ୍ଧ ସାଂସ୍କୃତିକ, ଆଞ୍ଚଳିକ ଓ ପାରମ୍ପରିକ ଐତିହ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଆଗତ ଦେଶୀ ଓ ବିଦେଶୀ ସାମ୍ବାଦିକଙ୍କୁ ଏକ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ପ୍ରଦାନ କରାଯାଇଛି। ଏହି ଗୁଡି ବ୍ୟାଗ୍‌ରେ…