ଭାରତ ସମେତ ତିବ୍ଦତ ଓ ଆଫଗାନିସ୍ତାନରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ:ମଧ୍ୟରାତ୍ରିରେ ହଠାତ୍ ଭୂକମ୍ପର ଝଟକା। ଭାରତର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ଦେଶରେ ମଧ୍ୟ ଏକାଧିକ ଭୂକମ୍ପ ରେକର୍ଡ ହୋଇଛି। ଶୁକ୍ରବାର ରାତିରୁ ଭୋର ପର୍ଯ୍ୟନ୍ତ ଲଦାଖ, ଆସାମ ଓ ପଶ୍ଚିମବଙ୍ଗ ସମେତ ତିବ୍ଦତ ଓ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି।…
