ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ କଳାକାର ସଙ୍ଘ ତରଫରୁ କୁଜଙ୍ଗ ସୂଚନା ଭବନ ଠାରେ ପ୍ରଣାମ ପ୍ରଣବ ଶ୍ରଦ୍ଧାଞ୍ଜଳି ଓ ସଂଗୀତାଞ୍ଜଳି ସଭା ଅନୁଷ୍ଠିତ ଏଥିରେ କୁଜଙ୍ଗ କଳାକାର ସଙ୍ଘ ର ସଭାପତି ଜିତେନ୍ଦ୍ରିୟ ରାଉତ, ଉପସଭାପତି ବଳଦେବ ମହାପାତ୍ର, ଓ ରୋହିତ ପାତ୍ର, ସମ୍ପାଦକ ପ୍ରଦୀପ ତରାଇ, କୋଷାଧକ୍ଷ ସଞ୍ଜୟ ଓଝା, ମୁଖ୍ୟ ଉପଦେଷ୍ଟା ଶ୍ରୀ ଜୀବନାନନ୍ଦ ଅଧିକାରୀ, କବି ଗୀତା ଦାସ,ଙ୍କ ସହିତ ବହୁତ ସଂଗୀତ ପ୍ରେମୀ ଉପସ୍ଥିତ ଥିଲେ, ସ୍ବର୍ଗତ ପ୍ରଣବ ପଟ୍ଟନାୟକ ଥିଲେ ଓଡିଶା ର ଜଣେ ବିଶିଷ୍ଟ କଣ୍ଠ ଶିଳ୍ପୀ, ପ୍ରାୟ 200 ଓଡ଼ିଆ ଫିଲ୍ମ ସହିତ ଓଡ଼ିଆ ଭଜନ ଗାଇ ସୁନାମ ଅର୍ଜନ କରିଛନ୍ତି, ସେ ଜଣେ ମିଳାପି ସ୍ପଷ୍ଟ ବାଦୀ ମଣିଷ ଥିଲେ,ଓଡିଶା ସଂଗୀତ ଜଗତରେ ଏକ ଅପୁର୍ଣ୍ୟ ଖେତି ହେଲା ବୋଲି ଭାଭିବା, କୁଜଙ୍ଗ କଳାକାର ସଙ୍ଘ ର କଣ୍ଠ ଶିଳ୍ପୀ ଶ୍ରୀମତୀ ତପସ୍ୱିନୀ ମହାନ୍ତି, ଶ୍ରୀମତୀ ଚିନ୍ମୟୀ ବାରିକ,ରୋହିତ ପାତ୍ର,ସଂଗୀତ ପରିବେଷଣ କରିଥିଲେ, ମୁଖ୍ୟ ଅତିଥି ଭାବେ କବି ଶ୍ରୀ ପିତାମ୍ବର ତରାଇ ସନମାନୀୟ ଅତିଥି ଭାବେ ଡ଼କଟର ଗଙ୍ଗାଧର ସାମଲ, ବିଚିତ୍ରା ନନ୍ଦ ପ୍ରଧାନ, ରଘୁନାଥ ସାହୁ କାଯ୍ୟକର୍ମ ପରିଚାଳନା କରିଥିଲେ ଜିତେନ୍ଦ୍ରିୟ ରାଉତ, ଓ ସଞ୍ଜୟ ଓଝା ବହୁ ସଂଖ୍ୟା ରେ ସଂଗୀତ ପ୍ରେମୀ କାଯ୍ୟକ୍ରମ କୁ ଉପଭୋଗ କରିଥିଲେ