ଓଲଟିଲା ବଙ୍ଗୀୟ ପର୍ଯ୍ୟଟକ ବସ୍,୩୦ରୁ ଅଧିକ ଯାତ୍ରୀ ଗୁରୁତର

ନୀଳଗିରି: ମୟୂରଭଞ୍ଜ ଜିଲ୍ଲା ଉଦଳା ନିକଟସ୍ଥ ଦେବକୁଣ୍ଡରୁ ବୁଲା ବୁଲି କରି ବାଲେଶ୍ୱର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ବୁଲିବାକୁ ଏକ ବସରେ ଆସୁଥିଲେ ୬୦ରୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ। ଉଦଳା- ନୀଳଗିରି ପୂର୍ତ୍ତ ରାସ୍ତାର, ଛତ୍ରପୁର ନିକଟସ୍ଥ ଭୁଡ଼ୁରୁବଣି ଠାରେ…

ବସ୍ତା ବ୍ଲକ ପାର୍ଶ୍ଵରେ ଥିବା ସରକାରୀ କଲ୍ୟାଣ ମଣ୍ଡପ ପାଞ୍ଚ ବର୍ଷ ହେଲା ସରୁନି ନିର୍ମାଣ କାର୍ଯ୍ୟ:ସାଜିଲାଣି ଭୂତ କୋଠି

ବାଲେଶ୍ଵର: : ବାଲେଶ୍ୱର ଜିଲା ବସ୍ତା ବ୍ଲକ କଡ଼ରେ ଏକ ସରକାରୀ କଲ୍ୟାଣ ମଣ୍ଡପ ଆଜକୁ ପାଞ୍ଚ ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ପୂର୍ଣାଙ୍ଗ ନ ହୋଇ ଭୂତ କୋଠିରେ ପରିଣତ ହେଲାଣି। ସୂଚନା ଅନୁଯାୟୀ…

ଭେଲୋରାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର, ୧୯/୯(ପ୍ରଭାକର ମଲ୍ଲିକ ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ବସ୍ତା ବ୍ଲକର ଭେଲୋରା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ଆଜିର ବାର୍ଷିକ ଉତ୍ସବ ତଥା…

ଦୁର୍ଘଟଣାରେ କୋଣାର୍କ ଏନଏସି ଅଧ୍ୟକ୍ଷା ଆହତ

ଗୋପ – ଶୁକ୍ରବାର ଅପରାହ୍ନରେ କୋଣାର୍କ – ଗୋପ ପୂର୍ତ୍ତ ବିଭାଗ ରାସ୍ତାର ବନାଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କୋଣାର୍କ ଏନଏସି ଅଧ୍ୟକ୍ଷା ଙ୍କ ବ୍ଯକ୍ତିଗତ ଗାଡି ଭାରସାମ୍ଯ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବା ଫଳରେ ଅଧ୍ୟକ୍ଷା ସୁଶ୍ରୀ…

ପୁଣି ଦକ୍ଷିଣକୁ ବର୍ଷା ଡର

ଭୁବନେଶ୍ବର : ଉତ୍ତର ଥାଇଲାଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରରେ ପହଞ୍ଚିଛି। ଆସନ୍ତାକାଲି(ଶନିବାର) ସନ୍ଧ୍ୟା ସୁଦ୍ଧା ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନ ରହିଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା…

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ବିଜେଡି ପକ୍ଷରୁ ଦାଖଲ ହୋଇଥିବା ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ। ଦଳର ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ପକ୍ଷରୁ ହୋଇଥିବା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଥିଲେ।ବାଚସ୍ପତିଙ୍କ ଏହି…

ମୋଦୀଜୀଙ୍କ ଜନ୍ମଦିନ ଅବସରରେ ଦିବ୍ୟାଙ୍ଗ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

ବାଲେଶ୍ଵର : (ପ୍ରଭାକର ମଲ୍ଲିକ ): ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତର ସାନଖୁଡ଼ୀ ସ୍ଥିତ ଲକ୍ଷ୍ମୀ ବାସନ୍ତୀ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଆଶା ଥେରାପିଉଟିକ ସେଣ୍ଟରରେ କାର୍ଯ୍ୟକ୍ରମ ବସ୍ତା, ସାନଖୁଡ଼ୀ, ୧୭ ସେପ୍ଟେମ୍ବର ୨୦୨୬: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ…

ସେପ୍ଟେମ୍ବର ୨୨ରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ଅଧିକାରୀଙ୍କ…

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

ଭୁବନେଶ୍ବର:ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଡିସିପିଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ଜଗମୋହନ ମୀନା। ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ ଅଫିସର ପୂର୍ବରୁ ମାଲକାନଗିରି, ଗଂଜାମର…

୨୦୨୭ ଏପ୍ରିଲରେ ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାରେ ନୂଆ ହିତାଧିକାରୀ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପୁଣି ୨୦୨୭ ଏପ୍ରିଲରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷରେ ଉପନୀତ ଯୁବତୀ ଏଥିରେ ପଞ୍ଜୀକରଣ କରିପାରିବେ। ଏପ୍ରିଲ୍ ପହିଲାରୁ ୩୦ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ ବୋଲି…