ଦହିବରା-ଆଳୁଦମ୍‌ ଖାଇ ୧୦୦ ଆକ୍ରାନ୍ତ

କାକଟପୁର : ପୁରୀ ଜିଲା କାକଟପୁର ବ୍ଲକ୍ ବାଙ୍ଗୁରୀଗାଁ ଅଞ୍ଚଳରେ ଦହିବରା, ଆଳୁଦମ୍ ଓ ଗୁପଚୁପ୍ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥଙ୍କ ମଧ୍ୟରେ ବାଙ୍ଗୁରୀଗାଁ, ନାସିକେଶ୍ବର, ତେନ୍ତୁଳିଆ, ଆନନ୍ଦବଜାର ଆଦି ଗ୍ରାମର ଜନସାଧାରଣଙ୍କ ସହ ବହୁ ଛାତ୍ରଛାତ୍ରୀ…

:ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି:ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା। ସୂଚନା ଅନୁସାରେ, ପ୍ରାୟ ତିନି ମାସ ତଳେ କୌଣସି…

ଗଣେଶ ବିସର୍ଜନ ବେଳେ ଅଘଟଣ, ୩ଜଣଙ୍କ ମୃତ୍ୟୁ

ଜଗତସିଂହପୁର,:ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ଓରନାଳ ଗ୍ରାମର କିଛି ଯୁବକ ବୁଧବାର ଅପରାହ୍ଣରେ ଘର ପାଖ ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା…

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଧାମରା:ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଏଭଳି ଦୁଃଖଦ ଖବର ଆସିଛି ,ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ । ସୂଚନା ମୁତାବକ ଦିଗଛିଆରେ ଥିବା…

ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ି ୩ ନାବାଳିକାଙ୍କ ଚାଲିଗଲା ଜୀବନ

ବୀରମିତ୍ରପୁର: ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ି ୩ ନାବାଳିକାଙ୍କ ଚାଲିଗଲା ଜୀବନ। କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳିକା। ରାଏବୋଗା ଥାନା ସଲଙ୍ଗାବାହାଲରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ସେମାନଙ୍କୁ ଉଦ୍ଧାର…

ନଦୀରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି: ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ। ମୂର୍ତ୍ତି ବିସର୍ଜନ ବେଳେ ଘୋଡ଼ାହାଡ଼ ନଦୀରେ ବୁଡ଼ି ବୁଧବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। କୋଟିନଡ଼ା ପଞ୍ଚାୟତ ସିଦ୍ଧିଖଣ୍ଡି ଗାଁରେ ମୂର୍ତ୍ତି ବିସର୍ଜନ ବେଳେ ଏଭଳି…

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ବଲାଙ୍ଗିରରେ ଧୂମଧାମର ସହ ପାଳିତ

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ବଲାଙ୍ଗିରରେ ଧୂମଧାମର ସହ ପାଳିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମଙ୍ଗଳବାର ସକାଳ ୯ଟା ୩୬ରୁ ୧୦ଟା ୧୦ ମଧ୍ୟରେ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ମା’ ପାଟଣେଶ୍ୱରୀ ଓ ବଲାଙ୍ଗିରର…

ହାତୀପଲଙ୍କ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ…

ଅକ୍ଟୋବର-ଡିସେମ୍ବର ମଧ୍ୟରେ ଆସିବ ୩ ବଡ଼ ବାତ୍ୟା

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଭାରତର ଉପକୂଳ ଅଞ୍ଚଳ ପାଇଁ ବଡ଼ ସାମୁଦ୍ରିକ ବିପଦ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋର) ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍‌ର ଆକଳନ ଅନୁଯାୟୀ ବର୍ଷର ଶେଷ ତିନି…

ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା। ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ। ଧାର୍ଯ୍ୟ ଶୁଭଲଗ୍ନ ଅନୁସାରେ ଲାଗି ହେଲା ନବାନ୍ନ। ଆଧୁନିକତାର ଦ୍ରୁତ ପ୍ରବାହ ଓ ଡିଜିଟାଲ୍ ବିପ୍ଳବ ଭିତରେ ଅନେକ ପାରମ୍ପରିକ ପର୍ବପର୍ବାଣି…