କୁନି ପୁଅର ରକ୍ତ କର୍କଟ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସନ୍ତୋଷପୁର ସରସ୍ବତୀ ବିଦ୍ୟା ମନ୍ଦିର

ବାଲେଶ୍ଵର: ରକ୍ତ କର୍କଟ ଭଳି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ୮ ବର୍ଷର କୁନି ପୁଅ ଗୌରଗୋପାଳ ପ୍ରଧାନ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦିମା ଗ୍ରାମର ରଞ୍ଜନ ପ୍ରଧାନଙ୍କ…

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନରେ ଖର୍ଚ୍ଚ କରିପାରିବେ।…

ରାଜ୍ୟରେ ବାଜିଲା ଛାତ୍ର ସଂସଦ ନିର୍ବାଚନର ବିଗୁଲ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।…

ମା ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟପୂଜା ଆରମ୍ଭ

ଆରଡି: ବାବା ଆଖଣ୍ଡଳମଣିଙ୍କ ପୀଠରେ ପୀଠଦେବୀ ମା ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟପୂଜା ଗତ ଶନିବାର ପବିତ୍ର ମୂଳାଷ୍ଟମୀ ଓ ଦେବୀ ଉତ୍ଥାନ ଦିବସ ଠାରୁ ଆରମ୍ଭ ହୋଇଛି। ଏହି ପୂଜା ଦଶହରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଷୋଡ଼ଶ ଦିବସୀୟ ପୂଜା…

ଗାଧୋଇବା ବେଳେ ପାଣିରେ ବୁଡି ନାବାଳକ ନିଖୋଜ

ଆଠଗଡ : ଆଠଗଡ଼ ଥାନା ଅନ୍ତର୍ଗତ ମେଘା ଦାସପୁର ଗ୍ରାମର ଜଣେ ନାବାଳକ ମହାନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ହୋଇ ଯାଇଥିବା ଜଣାପଡିଛି। ନିଖୋଜ ନାବାଳକ ହେଉଛନ୍ତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ପୁଅ ଶୁଭଙ୍କର ପଣ୍ଡା (୧୬) ।…

ସଡକ ଦୁର୍ଘଟଣାରେ ମହିଳା ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଅଙ୍ଗିକଳା ହାଇସ୍କୁଲ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ମାନସିକ ଅସୁସ୍ଥତା କାରଣରୁ ଦୀର୍ଘଦିନ…

ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ମୋହନା: ବାଇକ ଧକ୍କାରେ ଜଣେ ବୃଦ୍ଧ ମୃତ | ଏଭଳି ଦୁଃଖଦ ଘଟଣା ଘଟିଛି କଣ୍ଟେଇକୋଳି ଗ୍ରାମ ନିକଟରେ | ସୂଚନା ମୁତାବକ କଣ୍ଟେଇକୋଳି ଗ୍ରାମ ନିକଟରେ ରହୁଥିବା ଶବ ନାୟକ (୬୦ ) ନିଜ ଚା ଦୋକାନରୁ କାମ ସାରି…

ଅବସର ପ୍ରାପ୍ତ ଯବାନଙ୍କୁ ସ୍ୱାଗତ ଜଣାଇଲେ ଗ୍ରାମବାସୀ

ପାଟଣା :ସାହାରପଡା ବ୍ଲକ ମାଛଗଡ ପଞ୍ଚାୟତ ବାଉଁଶନାଳି ଗ୍ରାମର ବୀର ସିଂ ୧୯୮୬ ମସିହା ରୁ ସିଆରପିଏଫ ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଭାରତର ବିଭିନ୍ନ ସ୍ଥାନରେ ମାତୃ ଭୂମିର ସେ ସେବା କରି ଆସିଛନ୍ତି। ଦୀର୍ଘ ବର୍ଷର ସେବାରୁ…

କୁମ୍ଭୀର ଆକ୍ରମଣରେ ଜଣେ ଯୁବକ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ମହାନଦୀ କୂଳରେ ଥିବା ମରଡ଼ା ଗ୍ରାମରେ ରବିବାର ଅପରାହ୍ନ ସମୟରେ କୁମ୍ଭୀର ଆକ୍ରମଣ ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ ଆଜି…

ଫେକ୍ ଡିସାବିଲିଟି ସାର୍ଟିଫିକେଟ୍‌କୁ ନେଇ ସିଡିଏମ୍‌ଓଙ୍କ ଦ୍ୱାରସ୍ଥ ଅଭିଯୋଗକାରୀ

ବାଲେଶ୍ଵର: ଜଣେ ବ୍ୟକ୍ତିଙ୍କ ନାମରେ ଜାରି ହୋଇଥିବା ଡିସାବିଲିଟି ସାର୍ଟିଫିକେଟ୍‌କୁ ନେଇ ଉଠିଛି ଗୁରୁତର ଅଭିଯୋଗ। ଉକ୍ତ ସାର୍ଟିଫିକେଟ୍‌ରେ ୪୦ ପ୍ରତିଶତ Locomotor Disability ଏବଂ ୭୫ ପ୍ରତିଶତ Mental Illness ଦର୍ଶାଯାଇଥିବା ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏହାକୁ ନେଇ ବାଲେଶ୍ୱର…