ଓଡିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭିଜିବ ଓଡିଶା। ଉତ୍ତର ଓଡିଶାର କିଛି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ରହିଛି ବର୍ଷା ସମ୍ଭାବନା। ୭ ଓ ୮ ତାରିଖରେ ୯ ଜିଲାକୁ ବର୍ଷା ପାଇଁ ଭୁବନେଶ୍ୱର ଆଞ୍ଚଳିବ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି…

ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରିକ୍ଷକ

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱର କେଶରୀ ନଗର ସର୍କଲ ଆରଆଇ ନିରଞ୍ଜନ ସିଂହ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଲିଗାଲ ହେୟାର ସାର୍ଟିଫିକେଟ ଦେବା ବଦଳରେ ଏହି ଅର୍ଥ ନେଉଥିବା…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ବାଲିପାଟଣା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଲିପାଟଣା ବ୍ଲକ ଅଧୀନରେ କାର୍ଯ୍ୟରତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶେଖ ରିୟାଜ ଅଲ୍ଲୀ । ତାଙ୍କଠାରୁ ଲାଂଚ ବାବଦରେ ଦିଆଯାଇଥିବା ୧୫,୦୦୦ ଟଙ୍କାକୁ…

ବ୍ରହ୍ମପୁରସ୍ଥିତ ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଥାନାରେ ୯ ଅଟକ

ବ୍ରହ୍ମପୁର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବ୍ରହ୍ମପୁରସ୍ଥିତ ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ନିର୍ବାଚନୀ ପ୍ରସ୍ତୁତିକୁ ନେଇ କ୍ୟାମ୍ପସରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଯୁବକମାନଙ୍କୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ସମ୍ପର୍କରେ କଡ଼ା ନିୟମ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ସମ୍ପର୍କରେ କଡ଼ା ନିୟମ ଲାଗୁ ହୋଇଛି। ନିର୍ବାଚନରେ ଛିଡ଼ା ହେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ବୟସ, ଉପସ୍ଥାନ, ଶିକ୍ଷାଗତ ଯୋଗ୍ୟତା ସହ ଶୃଙ୍ଖଳା ଓ ଆଚରଣ ସମ୍ପର୍କିତ ନିୟମ ପାଳନ…

ରାଜ୍ୟରେ ୩ ବର୍ଷ ଯାଏଁ ଖୋଲିବନି ନୂଆ ମଦ ଦୋକାନ: ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ଓ ନିଶାସେବନ ବିରୋଧରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ରାଜ୍ୟରୁ ନିଶାକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା…

କୁନି ପୁଅର ରକ୍ତ କର୍କଟ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସନ୍ତୋଷପୁର ସରସ୍ବତୀ ବିଦ୍ୟା ମନ୍ଦିର

ବାଲେଶ୍ଵର: ରକ୍ତ କର୍କଟ ଭଳି ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ୮ ବର୍ଷର କୁନି ପୁଅ ଗୌରଗୋପାଳ ପ୍ରଧାନ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ଅନ୍ତର୍ଗତ ପଦିମା ଗ୍ରାମର ରଞ୍ଜନ ପ୍ରଧାନଙ୍କ…

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ କଡ଼ା କଟକଣା ଲାଗୁ କରାଯାଇଛି। ନିର୍ଦ୍ଧାରିତ ନିୟମ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ନିର୍ବାଚନରେ ଖର୍ଚ୍ଚ କରିପାରିବେ।…

ରାଜ୍ୟରେ ବାଜିଲା ଛାତ୍ର ସଂସଦ ନିର୍ବାଚନର ବିଗୁଲ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।…

ମା ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟପୂଜା ଆରମ୍ଭ

ଆରଡି: ବାବା ଆଖଣ୍ଡଳମଣିଙ୍କ ପୀଠରେ ପୀଠଦେବୀ ମା ଜୟଦୁର୍ଗାଙ୍କ ଷୋଡ଼ଶ ଦିବସୀୟ ଶାରଦୀୟପୂଜା ଗତ ଶନିବାର ପବିତ୍ର ମୂଳାଷ୍ଟମୀ ଓ ଦେବୀ ଉତ୍ଥାନ ଦିବସ ଠାରୁ ଆରମ୍ଭ ହୋଇଛି। ଏହି ପୂଜା ଦଶହରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଷୋଡ଼ଶ ଦିବସୀୟ ପୂଜା…