ଖଇରପୁଟ ବ୍ଲକରେ ସେବା ସେତୁ ଅଭିଯାନ ସମ୍ପନ୍ନ: ଭିନ୍ନକ୍ଷମଙ୍କୁ ସହାୟତା ସହ ହିତାଧିକାରୀଙ୍କୁ ମିଳିଲା ତତ୍କାଳୀନ ସରକାରୀ ସୁବିଧା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପଞ୍ଚାୟତ ସମିତି ସ୍ତରରେ ସେବା ସେତୁ ଅଭିଯାନ ସହ ଏକ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନରସିଂହ…

ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାଲକାନଗିରି: କେନ୍ଦୁପତ୍ର ତୋଳାଳି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧୀନ ପଦ୍ମଗିରି ସେକ୍ସନ୍‌ର କୋନାଗୁଡ଼ା ଫଡ଼ିଠାରେ ବନ ବିଭାଗ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ…

ଚୁଡ଼ଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ

ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତର ଚୁଡ଼ଙ୍ଗପୁରଠାରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ଅଚାନକ ଗସ୍ତ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଓ ମୌଳିକ ଭିତ୍ତିଭୂମିର ସ୍ଥିତି…

ଆଗ୍ରିଷ୍ଟାକ୍ ତଥ୍ୟ ସଂଗ୍ରହ ଓ କୃଷକ ପଞ୍ଜୀକରଣ ତ୍ୱରାନ୍ୱିତ କରିବାକୁ ନୂଆପଡା ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା, ୦୬/୧୦: ନୂଆପଡ଼ା ଜିଲ୍ଲାରେ ଆଗ୍ରିଷ୍ଟାକ୍ (Agristack) ତଥ୍ୟର ସମ୍ପୂର୍ଣ୍ଣତା ହାସଲ କରିବା ସହ କୃଷକ ପଞ୍ଜୀକରଣକୁ ଅଧିକ ବ୍ୟାପକ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (DLTF) କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ…

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ

ନୂଆପଡା: ନୂଆପଡ଼ା ଜିଲ୍ଲାରେ ଶିଳ୍ପ କ୍ଷେତ୍ରରେ ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଏବଂ ନିବେଶକମାନଙ୍କୁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ସୁଗମ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟାରାନ୍ସ କର୍ତ୍ତୃପକ୍ଷ (DLSWCA) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ…

ଭତ୍ତା ପାଇଁ ଡହଳ ବିକଳ ,ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ହିତାଧିକାରୀଙ୍କ ଧାରଣା

ବୈପାରିଗୁଡା: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁନଥିବାରୁ ବୈପାରିଗୁଡା ବ୍ଲକର ୨୦ଟି ପଞ୍ଚାୟତର ଶତାଧିକ ହିତାଧିକାରୀ ଓ ଲୋକ ପ୍ରତିନିଧି ମାନେ ବିଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘ ୫ ମାସ ଧରି ଭତ୍ତା ଟଙ୍କା ନପାଇ ହିତାଧିକାରୀ ମାନେ ହନ୍ତସନ୍ତ…

‘ନମୋ ସେବା ଗାଥା’ ନାଟକ ପରିବେଷଣ

 ପାରଳାଖେମୁଣ୍ଡି : ରାଜେନ୍ଦ୍ର କୁମାର ରଥଙ୍କ ରିପୋର୍ଟ):-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ପାଳନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଓଡ଼ିଆ ଭାଷା,…

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ନିୟନ୍ତ୍ରଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା…

ତାଲପଦରଟିକ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ଅତାବିରା: ଅତାବିରା ବ୍ଲକ ଅଧୀନ ଚକୁଳି ପଞ୍ଚାୟତର ତାଲପଦରଟିକ୍ରା କଲ୍ୟାଣ ମଣ୍ଡପରେ ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଗ୍ରାମବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାରରଞ୍ଜନ ମହାନନ୍ଦ…

ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରୁ ଆସିଛି ଏକ ଚାଞ୍ଚଲ୍ୟ କଲାଭଳି ଘଟଣା,ସରପଞ୍ଚଙ୍କ ନାମରେ ଜାଲିଆତି ଉଦ୍ୟମ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରୁ ଆସିଛି ଏକ ଚାଞ୍ଚଲ୍ୟ କଲାଭଳି ଘଟଣା, ଏହି ପଞ୍ଚାୟତ କାର୍ଯ୍ୟାଳୟର ଲେଟର ପ୍ୟାଡ଼ର ହେଡ଼କୁ କମ୍ପୁଟର ମାଧ୍ୟମରେ ନକଲି କପି କରାଯିବା ସହ ଏପରିକି ତାଳଦା ପଞ୍ଚାୟତ ସରପଞ୍ଚ ଇଂ ଦୀପକ…