ହାତୀ ଆକ୍ରମଣରେ ଯୁବକ ମୃତ
ବିଶ୍ୱନାଥପୁର:କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧୀନ ବିଶ୍ୱନାଥପୁର ରେଞ୍ଜରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ମୃତକ ବେନଗାଁ ପଞ୍ଚାୟତ ବେତିଆପଡ଼ା ଗାଁର ଡ୍ରିମ୍ବା ମାଝୀ (୪୮) ବୋଲି ଜଣାପଡିଛି।ସୂଚନା ଅନୁସାରେ,ଆଜି ସକାଳ ପ୍ରାୟ ୭.୩୦ ମିନିଟରେ ଡ୍ରିମ୍ବା…
