ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା:-ଦୀର୍ଘ୪ଦିନହେଲା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଗାଣବର୍ଷା ଲାଗିରହିଥିଲା ।ବୌଦ୍ଧଜିଲ୍ଲାରେ ଗତ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ୭୨ଘଂଟାରୁ ଅଧିକ ସମୟ ବର୍ଷା ହୋଇଛି ।ଗତ ୪ଦିନ ମଧ୍ୟରେ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରେ ୨୨୩ମି.ମି ବର୍ଷା ରେକର୍ଡ କରାଯାଇଛି । ଉପରମୁଣ୍ଡରେ ଲଗାଣବର୍ଷାକୁ ଦୃଷ୍ଟିରେ…

ତମାଖୁରୁ ୧୦ ବର୍ଷରେ ୭,୩୪୬ କୋଟିରୁ ଅଧିକ ଟିକସ ଆଦାୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତମାଖୁ ଓ ତମାଖୁଜାତ ଦ୍ରବ୍ୟରୁ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆସିଛି। ଏହି ସମୟ ମଧ୍ୟରେ ତମାଖୁଜାତ ଦ୍ରବ୍ୟ ଉପରୁ ସରକାର ୭ ହଜାର ୩୪୬ କୋଟି ୩୧ ଲକ୍ଷ…

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଚଳିତ ବର୍ଷ ଷଷ୍ଠ ଥର ଗମେଇ, କାଂଶବାଂଶ ନଈରେ ବନ୍ୟା ପାଣି ଗାଁମୁହାଁ ହୋଇଛି। କେଉଁଠି ଘରେ ବନ୍ୟା ପାଣି ପଶି ଯାଇଛି ଆଉ କେଉଁଠି ପାଣି ଦୁଆର ମୁହଁରେ।…

ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ: ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଅନ୍ୟ ୪ ଦିନ ଭଳି ସୋମବାର ମଧ୍ୟ ଗୃହ ବେଶ ସରଗରମ ରହିଛି। ଗୃହରେ ପ୍ରଶ୍ନକାଳ ସମୟରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ପ୍ରଥମେ ୧୧ଟା…

ଆଗାମୀ ୧୨ଘଣ୍ଟା ମଧ୍ୟରେ ୮ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶରେ ପହଞ୍ଚିଛି। ଆଗାମୀ ୧୨ଘଣ୍ଟା ମଧ୍ୟରେ ପୁଣି…

ଛତିଶଗଡ଼ରେ ଅବିଶ୍ରାନ୍ତ ବର୍ଷା ,ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍

ସମ୍ବଲପୁର: ଗତ ୨୪ ଘଣ୍ଟା ହେଲା ଛତିଶଗଡ଼ରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ରାୟପୁର ଏବଂ ଦୁର୍ଗ ଜିଲାର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଉପରମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବାରୁ ହୀରାକୁଦ ଡ୍ୟାମ୍‌…

ଭିଜିଲାନ୍ସ ପଞ୍ଝାରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ। ମାଲକାନଗିରି ଜିଲାର ମାଥିଲି ବ୍ଲକ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକକାଳୀନ ରେଡ୍‌ କରିଛି ଭିଜିଲାନ୍ସ ଟିମ୍‌।ସୂଚନା ଅନୁଯାୟୀ, ଭୁବନେଶ୍ୱର ସମେତ ମୋଟ…

ବନ୍ୟା ପାଣିରେ ଭାସି ଯୁବତୀ ମୃତ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜାହାଙ୍ଗୀର ଭୋଇସାହି ଗ୍ରାମରେ ବନ୍ୟା ପାଣିରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ଗ୍ରାମର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣାରାଣୀ ଜେନା (୨୦)।ପ୍ରକାଶ ଯେ, କ୍ରିଷ୍ଣାରାଣୀ ରବିବାର…

ଓଡ଼ିଶା ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି ବିନୟତୋଷ ମିଶ୍ର

ସମ୍ବଲପୁର: ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଏବେ ମାଓ କାର୍ଯ୍ୟକଳାପ ନାହିଁ।ସେ କହିଛନ୍ତି,ମାଓବାଦୀ କାର୍ଯ୍ୟକଳାପ…

ବୈତରଣୀରେ ବନ୍ୟା; ଯାଜପୁରର ୪ ବ୍ଲକ୍‌ ଜଳମଗ୍ନ

ଯାଜପୁର:ଯାଜପୁର ଜିଲ୍ଲାରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଜିଲ୍ଲାର ଦଶରଥପୁର, ଯାଜପୁର, ବିଂଝାରପୁର ଓ କୋରେଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ସହ ଶାଖା ନଦୀ କାଣୀରେ ପ୍ରାୟ ୭୦ ଫୁଟ୍‌ର ଘାଇ ସୃଷ୍ଟି…