ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛାପା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଲାଞ୍ଚ ନେଇ ଧରାପଡ଼ିଲେ ବଡ଼ଚଣା ସହକାରୀ ଯନ୍ତ୍ରୀ

ବଡ଼ଚଣା : ଜଣେ ଠିକାଦାରଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଯାଜପୁର ଜିଲା ବଡ଼ଚଣା ବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ । ତାଙ୍କଠାରୁ ଲାଞ୍ଚ ବାବଦରେ ସେ ନେଇଥିବା ନଗଦ ଟଙ୍କା ଜବତ…

ଆସନ୍ତାକାଲି ହେବ OSSTET ପରୀକ୍ଷା

ଭୁବନେଶ୍ୱର : ବୁଧବାର ଅର୍ଥାତ୍ ଆସନ୍ତାକାଲି ହେବ OSSTET (ଓଏସଏସଟିଇଟି) ପରୀକ୍ଷା। ପରୀକ୍ଷା ସ୍ଥଗିତ ହୋଇ ନାହିଁ, ଆସନ୍ତାକାଲି ହିଁ ଏହା ହେବ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ସଭାପତି ଆଜି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଥିବା କାର୍ଯ୍ୟସୂଚୀ…

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି,…

ବାସୁଦେପୁରରେ ବନ୍ୟା ସ୍ଥିତି ଗମ୍ଭୀର: ୩୦ ଜଳବନ୍ଦୀ ଉଦ୍ଧାର

ବାସୁଦେବପୁର : ବାସୁଦେପୁରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। କଂଶବାଂଶ, ଗମେଇ ନଦୀର ବନ୍ୟା ପାଣି ତଳିଆ ଅଞ୍ଚଳର ଗାଁରେ ପଶିଛି। ଜଳବନ୍ଦୀରେ ରହିଥିବା ଅଢୁଆଁ ଗାଁର ଜଣେ ପ୍ରସୂତୀ ମହିଳାଙ୍କ ସମେତ ୩୦ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ।…

ଆଜି ଭଦ୍ରକ ଜିଲ୍ଲାର ୫ ବ୍ଲକ୍‌ରେ ସ୍କୁଲ୍‌ ଛୁଟି

ଭଦ୍ରକ: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍‌ରେ ଆସନ୍ତାକାଲି ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ଛୁଟି ଘୋଷଣା ହୋଇଥିବା ବ୍ଲକ୍‌ଗୁଡ଼ିକ ହେଲା ଧାମନଗର, ଭଦ୍ରକ, ଚାନ୍ଦବାଲି,…

ମହାନଦୀରେ ଆସୁଛି ବଡ ବନ୍ୟା

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା। ସୋମବାର ମୁଣ୍ଡଳିରେ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହ କରିଥିବା ବେଳେ ଆସନ୍ତାକାଲି ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍‌ ବନ୍ୟା ପାଣି ଛୁଇଁବା…

ବିପଦର ବନ୍ଧୁ ସାଜିଲେ ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନ୍ସର କର୍ମକର୍ତ୍ତା

ବାଲେଶ୍ୱର(ପ୍ରଭାକର ମଲ୍ଲିକ ) : ଜୀବନକୁ ବାଜି ଲଗାଇ ଷାଠିଏ ଲୋକଙ୍କୁ କଲେ ଉଦ୍ଧାର, ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା କସିପଦା ପଞ୍ଚାୟତର ନରଣଡିହ ଗ୍ରାମରେ ରାତି ଅଧରେ ୬୦ରୁ ଉର୍ଧ୍ଵ ଲୋକଙ୍କୁ ବନ୍ୟା ପାଣିରୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛନ୍ତି…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ

ଭବାନୀପାଟଣା:କଳାହାଣ୍ଡି କୋକସରା ସହର ମଧ୍ୟରେ ଆଜି ଅପରାହ୍ନରେ ଏକ ମାଲ ବୋଝେଇ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପିକଅପ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ…

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀରେ

ଭୁବନେଶ୍ବର : ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେତୁ ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀରେ ବନ୍ୟା ଆସିଛି। ସେହିପରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲାର…