ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ : ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ। ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ଏହି ସମୟରେ ମିଳିବନି ଶ୍ରୀଜୀଉଙ୍କ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ…

ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ। ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ଏହି ସମୟରେ ମିଳିବନି ଶ୍ରୀଜୀଉଙ୍କ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ…

ଆଜି ଖୋଲିଲା ଗୁଣ୍ଡିଚା ମନ୍ଦିର

ପୁରୀ : ଶେଷ ହେଲା ସବୁ ଅପେକ୍ଷାର ଅନ୍ତ। ଖୋଲିଲା ଗୁଣ୍ଡିଚା ମନ୍ଦିର। ସର୍ବସାଧାରଣଙ୍କ ପାଇଁ ବୁଧବାର ଖୋଲିଲା ଗୁଣ୍ଡିଚା ମନ୍ଦିର। ୬ ବର୍ଷ ପରେ ଖୋଲିଲା ମହାପ୍ରଭୁଙ୍କ ଜନ୍ମବେଦି ଗୁଣ୍ଡିଚା ମନ୍ଦିର। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନିଟ୍‌ରେ ଖୋଲାଗଲା…

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ପାଟଣା:ପାଟଣା ବ୍ଲକ ଅନ୍ତର୍ଗତ ଅଁଳା ଡିହା ଗ୍ରାମର ଡମ୍ବରୁଧର ମୁଣ୍ଡାଙ୍କ ପୁଅ ରଜତ ମୁଣ୍ଡାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ରଜତ ଜଣେ ରାଜମିସ୍ତ୍ରୀଙ୍କ ସହ ସିଲିଦା ଗ୍ରାମକୁ ନିର୍ମାଣ କାମ କରିବାକୁ ଆସିଥିଲେ। ଆଜି ସନ୍ଧ୍ୟାରେ ରଜତଙ୍କ ମର ଶରୀର…

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଏକ ଦାନ୍ତହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁହୋଇଛି। ମୃତ ଚାଷୀ ଜଣକ ହେଲେ ପରଜଙ୍ଗ ଥାନା କେନ୍ଦୁପଶି ଗ୍ରାମର ବୁଲା ମହାରଣା। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଭୂଦାନ ନିକଟରେ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ…

ଲକ୍ଷାଧିକ ଟଙ୍କାର ଋଣ ଉଠାଇ ହଡପ କରିନେଲେ ଦଲାଲ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଏକାଧିକ ମହିଳାଙ୍କ ନାଁରେ ଦଲାଲ ମାନେ ଋଣ ଉଠାଇ ଲକ୍ଷାଧିକ ଟଙ୍କା ହଡପ କରି ନେଇଛନ୍ତି। ଏପଟେ ସଂପୃକ୍ତ ମାଇକ୍ରୋଫାଇନାନ୍ସ ସଂସ୍ଥା ପକ୍ଷରୁ ଋଣ ପଇଠ ପାଇଁ ମହିଳାଙ୍କୁ ଧମକ ଦିଆଯାଉଛି। ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ବର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଛାପା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଲାଞ୍ଚ ନେଇ ଧରାପଡ଼ିଲେ ବଡ଼ଚଣା ସହକାରୀ ଯନ୍ତ୍ରୀ

ବଡ଼ଚଣା : ଜଣେ ଠିକାଦାରଙ୍କଠାରୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଯାଜପୁର ଜିଲା ବଡ଼ଚଣା ବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ । ତାଙ୍କଠାରୁ ଲାଞ୍ଚ ବାବଦରେ ସେ ନେଇଥିବା ନଗଦ ଟଙ୍କା ଜବତ…

ଆସନ୍ତାକାଲି ହେବ OSSTET ପରୀକ୍ଷା

ଭୁବନେଶ୍ୱର : ବୁଧବାର ଅର୍ଥାତ୍ ଆସନ୍ତାକାଲି ହେବ OSSTET (ଓଏସଏସଟିଇଟି) ପରୀକ୍ଷା। ପରୀକ୍ଷା ସ୍ଥଗିତ ହୋଇ ନାହିଁ, ଆସନ୍ତାକାଲି ହିଁ ଏହା ହେବ ବୋଲି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ସଭାପତି ଆଜି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଥିବା କାର୍ଯ୍ୟସୂଚୀ…

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ସ୍ୱତନ୍ତ୍ର ବିଚାରପତି,…