ଟ୍ରଲରରୁ ଖସି ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ

ଧାମରା:ଧାମରା ମତ୍ସ୍ୟପୋତାଶ୍ରୟ ଅଧୀନରେ ଥିବା ଏକ ମାଛଧରା ଟ୍ରଲରରୁ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ଖସିପଡ଼ି ନିଖୋଜ ହୋଇଥିବା ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ‘ଓମ୍‌ ତାରିଣୀ ମା’ ନାମକ ମାଛଧରା ଟ୍ରଲରଟି ମାଛ ଧରି ସମୁଦ୍ରରୁ…

ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌

ବୁର୍ଲା : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଗୁରୁବାର ସକାଳେ ୩…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ ବର୍ଷକୁ ୭% ସୁଧ ଗଣିବେ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପେନ୍‌ସନ ଦେବାରେ ବର୍ଷେରୁ ଅଧିକ ବିଳମ୍ବ ହେଲେ, ସରକାର ତାଙ୍କୁ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବେ। ଗତ ୭ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ…

ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ

ଧର୍ମଗଡ: ୨୬ ନମ୍ୱର୍ ଜାତୀୟ ରାଜପଥ ମୋଟେର ଛକରେ ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମୋଟେର ପଞ୍ଚାୟତ ବାଟିଗୁଡ଼ା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତି ନାଗ। ଦେବନ୍ତି ତାଙ୍କ ଅସୁସ୍ଥ…

ପୂଜା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ବିତ୍ପାତ ଦେଖାଦେଇଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ଜିଲାଗୁଡ଼ିକରେ କ୍ଷୟକ୍ଷତି ଆକଳନ କରାଯାଉଛି। ଦୁର୍ଗାପୂଜା ପୂର୍ବରୁ ବିପନ୍ନଙ୍କୁ ସହାୟତା ରାଶି…

ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ : ଟ୍ରେନ ସେବା ପ୍ରଭାବିତ

ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନ ଅଧିନସ୍ଥ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ…

ଜଣକୁ କଚାଡ଼ି ଦେଲା ହାତୀ

ପାଟଣା:ପାଟଣା ବନାଞ୍ଚଳ ଅନ୍ତର୍ଗତ କେନ୍ଦେଇପଶି ନିକଟରେ ୨୫ ଟିକିଆ ହାତୀପଲ ଆଜି ସକାଳୁ ଡେରା ପକାଇଥିଲେ। ଏହି ହାତୀ ପଲଙ୍କୁ ଚିଡ଼େଇବା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଟିଏ ହାତୀ ଶୁଣ୍ଢରେ ଟେକି ଏକ ବିଲ୍ ଭିତରକୁ ଫିଙ୍ଗି ଦେଇଥିଲେ ।…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା:ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର ସମୟରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଗୋବର୍ଦ୍ଧନ ମହାନ୍ତ। ସୂଚନା ଅନୁଯାୟୀ ଗୋବର୍ଦ୍ଧନ ଗ୍ରାମ ନିକଟସ୍ଥ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା…

ଦନ୍ତାହାତୀ କବଳରୁ ଅଳ୍ପକେ ଜୀବନ ବଞ୍ଚାଇଛଲେ ୪ ଯୁବକ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଭାଲେରି ଛକ ନିକଟରେ ଦନ୍ତାହାତୀ କବଳରୁ ଅଳ୍ପକେ ଜୀବନ ବଞ୍ଚାଇଛନ୍ତି ୪ ଯୁବକ। ରାତିରେ କାମ ସାରି ଦୁଇଟି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହଠାତ୍‌ ଏକ ଦନ୍ତାହାତୀ ସେମାନଙ୍କ…

ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ : ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ। ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକ ଲାଗି ନୀତି ପାଇଁ ଏହି ସମୟରେ ମିଳିବନି ଶ୍ରୀଜୀଉଙ୍କ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ…