ଗଛରେ ପିଟି ହେଲା ସରକାରୀ ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଙ୍କୀ : ଗଛରେ ପିଟି ହେଲା ସରକାରୀ ବସ୍। ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ଏହି ଦୁର୍ଘଟଣା ରବିବାର ଘଟିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଚାଲୁଥିବା…

କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶର ଅବମାନନା : ସାହାରପଡା ଫାଣ୍ଡି ଅଧିକାରୀ ନିଲମ୍ବିତ

ପାଟଣା: ଏସପିଙ୍କ ନିର୍ଦ୍ଦେଶର ଅବମାନନା ଓ କର୍ତ୍ତବ୍ୟରେ ଅବହେଳା କାରଣ ଦର୍ଶାଇ ଆଜି କେନ୍ଦୁଝର ଏସ ପି ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତୋ ଓରାମଙ୍କୁ ନିଲମ୍ବିତ କରିଛନ୍ତି। ପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କ ସ୍ଵାମୀଙ୍କ ଗୁଳି କାଣ୍ଡରେ ମୃତ୍ୟୁ…

ବାଲେଶ୍ବର ଜିଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ବର: ଜିଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନରେ ଆସନ୍ତା ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାସ ଅଧ୍ୟକ୍ଷତା କରିଥିବା…

ଖୁବ ଶୀଘ୍ର ବାହୁଡ଼ିବ ମୌସୁମି

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦେଶର କିଛି ଅଞ୍ଚଳରୁ ଅପସାରଣ ହୋଇଥିବା ବେଳେ ଆସନ୍ତା ୨ରୁ ୩ଦିନ ମଧ୍ୟରେ ବିଦର୍ଭ, ମହାରାଷ୍ଟ୍ର, ଛତିଶଗଡ଼, ତେଲଙ୍ଗାନା ଏବଂ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ…

ଗିରଫ ହେଲେ ନକଲି ଆରଟିଓ ଗିରଫ

ବସ୍ତା: ବାଲେଶ୍ବର ଜିଲା ଅଧୀନ ୧୬ ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଜଣେ ନକଲି ଆରଟିଓକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ଝାଡ଼ଖଣ୍ଡର ବାରଶୋଲ ଥାନା ଅଞ୍ଚଳର ଶମ୍ଭୁ ସାହୁ। ସୂଚନା ମୁତାବକ ୧୬ ନଂ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ, ୩ ଗୁରୁତର, ୨ ଆହତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ହାଇସ୍କୁଲ ଛକରେ ଘଟିଛ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ରାସ୍ତାକଡ଼ରେ ଠିଆ ହୋଇଥିବା, ବାଇକରେ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଓ ଘରକୁ ଫେରୁଥିବା ଲୋକଙ୍କୁ ଧକ୍କା…

୨ ବାଇକ୍ ମୁହାଁମୁହିଁ ଧକ୍କା , ବୃଦ୍ଧ ମୃତ

ପାଟଣା: ପାଟଣା ବ୍ଳକ ତୁରୁମୁଙ୍ଗା ଥାନା ଅଞ୍ଚଳ ରାଜନଗର-ଚିଲିଦା ରାସ୍ତାରେ ଗତ କାଲି ସନ୍ଧ୍ୟାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୌରାଞ୍ଚଳର…

କାର-ବାଇକ ମୁହାଁମୁହିଁ ଧକ୍କା, ବି-ଟେକ୍ ଛାତ୍ର ମୃତ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ କାର- ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବି-ଟେକ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।ବ୍ରହ୍ମପୁର…

୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଜି ଉଦୟଗିରି: କଂଗ୍ରେସ ପକ୍ଷରୁ ୧୫୭ ତମ ଗାନ୍ଧୀ ଜୟନ୍ତୀ ପାଳିତ। ସ୍ଥାନୀୟ ବନ୍ଧ ଛକ ଠାରୁ ଜି ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ତରଫରୁ ଭୀମରାଜ ନାୟକଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ମନମୋହନ ପ୍ରଧାନଙ୍କ ନେତୃତ୍ୱରେ ରାଲିରେ…

ପୁଣି ଦଶହରାରେ ଭିଜିବ ଓଡି଼ଶା

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ…