:ଅଧ୍ୟାପକ ଅଭାବ ନେଇ ପାଠପଢ଼ା ବାଧାପ୍ରାପ୍ତ: ପାଟଣା : ଆଞ୍ଚଳିକ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଆଜି ଧାରଣା ଦେଇଥିଲେ।ସୂଚନା ଅନୁଯାୟୀ, ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ବଟନୀ ଏବଂ କଳା ବିଭାଗର…
