ମଶାଣି ଚଣ୍ଡୀ ମନ୍ଦିର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ

ପୁରୀ: ମା’ କଟିକିପେଣ୍ଠ ମଶାଣିଚଣ୍ଡୀ ପୀଠର ମନ୍ଦିର ଓ ପାରିପାର୍ଶ୍ୱିକ ପରିବେଶର ଉନ୍ନତିକରଣ ଦାବି କରିଛି ମଶାଣିଚଣ୍ଡୀ ଉନ୍ନୟନ କମିଟି। ଏନେଇ କମିଟି ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମାର୍କଣ୍ଡେଶ୍ୱର ସାହି ମୌଜାରେ ଅବସ୍ଥିତ ଏହି ପ୍ରାଚୀନ…

ଆନନ୍ଦପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଆଲୋଚନାଚକ୍ର ଅନୁଷ୍ଠିତ

ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ସେମିନାର ହଲରେ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଅଛି ।ଏହାକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ତଥା ଭାରପ୍ରାପ୍ତ ଅଧକ୍ଷ ଦାୟିତ୍ୱରେ ଥିବା ଡକ୍ଟର ନିମାଇଁ ଚରଣ…

ନାରାୟଣୀ କଲେଜରେ ନୂତନ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ

ଅଣୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାରାୟଣୀ କଲେଜ ଅଡିଟୋରିୟମ୍‌ରେ ନୂତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଛି। ନୂଆ ପରିବେଶ ଓ ନୂଆ ସ୍ୱପ୍ନ ସହ କଲେଜ ଜୀବନ ଆରମ୍ଭ କରିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଏହି…

କ୍ୟାନସର ପୀଡିତ ଜ୍ଞାନସ୍ୱରୂପଙ୍କୁ ୫୧ହଜାର ଟଙ୍କା ସହାୟତା କରି ମହନୀୟତାର ପରିଚୟ ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ

ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀ ବାଳୁଆକଟା ପଞ୍ଚାୟତ ଶାବଳଭଙ୍ଗା ଗ୍ରାମର ସଚ୍ଚିଦାନନ୍ଦ ସାହୁଙ୍କ ପୁତ୍ର ଜ୍ଞାନସ୍ବରୂପ ସାହୁ ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ପୁଅ ର ଚିକିତ୍ସା ନିମନ୍ତେ ଘରର ଆର୍ଥିକ ସମ୍ବଳ ଖର୍ଚ୍ଚ କରି ସାରିଥିବା ବେଳେ, ଉତ୍ତମ…

ବୁଲା କୁକୁରଙ୍କ ଆକ୍ରମଣରେ ଆହତ ମାଈ ହରିଣର ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ରରୁଆଁ ସେକ୍ସନର ରରୁଆଁ ଗ୍ରାମପଞ୍ଚାୟତ ଝୁମକାପାଳ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ଆହତ ମାଈ ହରିଣର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ହରିଣଟିକୁ ଆହତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ…

ରାଜ୍ୟ ନିର୍ବାଚନ କମିସନଙ୍କ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି : ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ

ଭୁବନେଶ୍ୱର : ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନୂତନ ଭୋଟର୍‌ ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ…

ୟୁଏଇ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ ;‘ନିବେଶ ଲାଗି ଓଡ଼ିଶା ଉତ୍କୃଷ୍ଟ’

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ତିନିଦିନିଆ ୟୁଏଇ ନିବେଶ ଅଭିଯାନ ଆଜି ଶେଷ ହୋଇଛି। ଆବୁଧାବି ଏବଂ ଦୁବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟକୁ ୨,୪୩,୧୬୨ କୋଟିର ନିବେଶ ପ୍ରସ୍ତାବ ମିଳିଛି। ଏହାଦ୍ବାରା ୬,୧୮,୭୨୫ ଜଣଙ୍କ ପାଇଁ ନୂତନ ନିଯୁକ୍ତି…

ଭିତରକନିକାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୧୪୮୩ ବୃଦ୍ଧି

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ଶୁକ୍ରବାର ଅର୍ଥାତ ଆଜି ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୧୪୮୩ ବୃଦ୍ଧି ପାଇଛି। ଗତବର୍ଷ ଏଠାରେ ୧,୩୦,୭୯୬ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ…

କାଦୁଆ ରାସ୍ତାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଛଟପଟ

ବାଲିଆପାଳ ୧୦ / ୯ (ପ୍ରଭାକର ମଲ୍ଲିକ ): ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ଅମର୍ଦାରୋଡ ରେଳବାଇ ରାସ୍ତା ପାଲଟିଛି ମରଣଯନ୍ତା। ସୂଚନା ଥାଉକି ଯେ, ନଟାକଟା ପଞ୍ଚାୟତର ବେଲା, ଖଣ୍ଡପସା ଓ ପାଞ୍ଚବଟିଆ ଗ୍ରାମ…

କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଭବାନୀପାଟଣା: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପଦ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ…