ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିର ଅପବ୍ୟବହାର
ଗଜପତି : ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ରହୁଥିବା ଗ୍ରାମାଞ୍ଚଳ ଚାଷୀମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ଦୁଆର ମୁହଁରେ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଭ୍ରାମ୍ୟମାଣ ଯାନଗୁଡ଼ିକୁ ରାଜ୍ୟ ସରକାର ଉଦ୍ୟମ କରୁଥିବା ବେଳେ ବାସ୍ତବରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…
