ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି ପୁରୀ ପୋଲିସ

ସାବଧାନ ହେଇ ଯାନ୍ତୁ ଫେରିବାଳାଙ୍କ ଠାରୁ ଯଦି ଆପଣ ଜିନିଷ କିଣୁଥାନ୍ତି,ପୁଣି ଏକ ଘଟଣା ସାମ୍ନାକୁ ଆସିଛି,ପୁରୀ ପୋଲିସ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବାରେ ସମର୍ଥ ହୋଇଛନ୍ତି,ଦିନରେ ଫେରିବାଲା ରାତିରେ ଡକାୟତି । (ବିଭିନ୍ନ ପ୍ରକାରର ଜିନିଷ ବିକିବା ଆଳରେ) ଗାଁ ଠାରୁ…

କଟକ ବାର ଆସୋସିଏସନ ଓ କ୍ଲାପ୍ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ

କଟକ: କଟକ ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ମିଳନୀ କକ୍ଷରେ କଟକ ବାର୍ ଆସୋସିଏସନ୍ ଓ କ୍ଲାପର ମିଳିତ ଆନୁକୂଲ୍ୟରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଉପରେ ସଚେତନତା ମୂଳକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗରିବ ଅବହେଳିତଙ୍କ ପାଇଁ ସମାନ ନ୍ୟାୟ ପାଇଁ…

କୁଡୁମୀ ସମାଜଙ୍କ ହୀନମନ୍ଯତା ବିରୋଧରେ ମଶାଲ ଶୋଭାଯାତ୍ରା

ରାଇରଙ୍ଗପୁର: କୁଡୁମୀ ସମାଜ ପୂର୍ବରୁ ଆଦିବାସୀ ଏସ ଟି ତାଲିକାରେ ଅନ୍ତଭୁକ୍ତ ଥିଲେ l କିନ୍ତୁ ସରକାରଙ୍କ ହୀନମନ୍ଯତା ଓ ଚକ୍ରାନ୍ତ ଫଳରେ ସେମାନଙ୍କୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଠାରୁ ଆଦିବାସୀ ଏସ ଟି ତାଲିକା ବାଦ କରାଗଲା…

ସାତ ଦିନିଆ ଭାଗବତ କଥାଯଜ୍ଞ ଅନୁଷ୍ଠିତ କଲେ କଟକର ସୁବୋଧ କୃଷ୍ଣ ମିଶନ

କଟକ: କଟକର ସୁବୋଧ କୃଷ୍ଣ ମିଶନ ଆନୁକୂଲ୍ୟରେ ଭାଗବତ ମହାପୁରାଣ ପଠନର ଚତୁର୍ଥ ବାର୍ଷିକ ଭାଗବତ ସପ୍ତାହ ସି ଡି ଏ ଆଠ ନମ୍ବରସ୍ଥିତ କଳିଙ୍ଗ ପ୍ୟାଲେସରେ ଭାବ ଭକ୍ତିର ପରିବେଶରେ ଅନୁଷ୍ଠିତ ହେଉ ଅଛି। ଏହି ମହା ପୁରାଣର ଓ…

ସାମ୍ବାଦିକଙ୍କୁ ଦୄବ୍ଯବହାର ପ୍ରତିବାଦରେ ଏସଡିପିଓଙ୍କୁ ଦାବୀପତ୍ର ପ୍ରଦାନ

ବାଲିଆପାଳ (ପ୍ରଭାକର ମଲ୍ଲିକ ): ଗତ ୫ଦିନ ପୂର୍ବରୁ ରୂପସା ଥାନା ପରି ସରରେ କାର୍ଯ୍ଯରତ ଦୁଇଜଣ ସାମ୍ବାଦିକ ଇଲେକ୍ଟ୍ରୀ ବିଭାଗର ଜେଇ ସୁଜିତ ଭଟାଚାର୍ଯ୍ଯଙ୍କୁ ପଷ୍ଟିକରଣ ମାଗୁଥିବା ବେଳେ ତାଙ୍କ ସିକୃଟି ଗାଡ ଅମରେଶ ପାଣିଗ୍ରାହୀ ହଠାତ ନିଜକୁ ଅବସରପ୍ରାପ୍ତ…

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅନୁଗୋଳ: ଗୁରୁବାର ସକାଳେ ଜଣେ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜିଲାର ହଣ୍ଡପା ଥାନା ଅନ୍ତର୍ଗତ କଟରଙ୍ଗା ଗ୍ରାମର ସପନେଶ୍ବର ସାହୁଙ୍କ ପୁଅ ସୁଶିଲ କୁମାର…

ଓଡ଼ିଶା ସରକାରଙ୍କ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପ୍ରତି ପାତରଅନ୍ତର ନୀତି

ଭୁବନେଶ୍ୱର ; 3 ସେପ୍ଟେମ୍ବର ବିଦ୍ୟାଳୟଗୁଡ଼ିକରେ ଉର୍ଦ୍ଦୁ ଓ ପାର୍ସୀ ଭାଷା ଚୟନ କରିଥିବା ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣି ଓଡ଼ିଶା କଂଗ୍ରେସ ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ଜାତୀୟ…

କୋହଳ ହେଲା PUCC ଜୋରିମାନା

ଭୁବନେଶ୍ବର: ଓଡ଼ିଶା ସରକାର ସର୍ବଦା ମୋଟର ଯାନ ଆଇନର ପ୍ରୟୋଗ କ୍ଷେତ୍ରରେ ଏକ ସମନ୍ୱିତ ଏବଂ ନାଗରିକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ୨୦୨୫ ବର୍ଷର ଆରମ୍ଭରେ ପିୟୁସିସି ନିୟମ କଡ଼ାକଡ଼ି କରିବା, ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକର ଉପଲବ୍ଧତା ଏବଂ ପିୟୁସିସି ସମ୍ବନ୍ଧୀୟ…

ରାସ୍ତା ଉପରେ ଉପୁଡି ପଡ଼ିଲା ନିମ ଗଛ

ପାଟଣା ୨।୯, ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ମୁଖ୍ୟାଳୟ ଚିନାମାଳିପଶି ଠାରୁ ମଲ୍ଲୀପଶି ଛକ ୨୨୦ ନଂ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ରୁଢ଼ିଆପଡା ନିକଟରେ ଆଜି ଏକ ବଡ଼ ନିମ ଗଛ…

ମୁଷାପଡା ଗ୍ରାମରୁ ଜଙ୍ଗଲି ଵୋଡା ଉଦ୍ଧାର

ପାଟଣା : ପାଟଣା ବନାଞ୍ଚଳ ପାଟଣା ସେକ୍ସନ ମୁଷାପଡା ଗ୍ରାମରୁ ଆଜି ଏକ ୭ ଫୁଟ ଲମ୍ବର ଜଙ୍ଗଲି ଵୋଡା ସାପ ବନବିଭାଗ ଉଦ୍ଧାର କରିଛି।ଗ୍ରାମର ଭରତ ମହାନ୍ତ ପନିପରିବା ବଗିଚାରେ ଵୋଡା ଟିକୁ ଦେଖି ଘର ଲୋକେ ଭୟଭୀତ ହେବା…