ନ୍ୟାୟଦର୍ଶନର ଦୁର୍ଲଭ ଗବେଷଣାରେ”ବିଦ୍ୟାବାରିଧି” ଉପାଧି ହାସଲ କଲେ ପାରଳାର ଡଃ ବିଶ୍ୱଭୂଷଣ ମିଶ୍ର

ପାରଳାଖେମୁଣ୍ଡି : :-ଭାରତୀୟ ଦର୍ଶନ, ନ୍ୟାୟଶାସ୍ତ୍ର ଓ ସଂସ୍କୃତ ଶାସ୍ତ୍ରଚର୍ଚ୍ଚାର ଏକ ଗଭୀର ଓ ଦୁର୍ଲଭ ବିଷୟ ଉପରେ ଉଚ୍ଚସ୍ତରୀୟ ଗବେଷଣା କରି ବିଦ୍ୟାବାରିଧି (Ph.D.) ଉପାଧି ହାସଲ କରିଛନ୍ତି ପାରଳାଖେମୁଣ୍ଡିର ସୁଯୋଗ୍ୟ ସନ୍ତାନ ଡଃ ବିଶ୍ୱଭୂଷଣ ମିଶ୍ର। ତାଙ୍କର ଏହି…

ଜବାହାରଲାଲ କଲେଜରେ ଛାତ୍ର ସଂସଦ ନିର୍ବାଚନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ସ୍ଥିତ ଜବାହାରଲାଲ କଲେଜରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଆଜିଠାରୁ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ସହ କଲେଜ ପରିସରରେ…

ଜାପାନରେ ଗୋଡ଼ଭଗାର ଡାକ୍ତର ଅଭିଷେକ ନାଏକ ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ

ବରଗଡ : ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ l ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ l ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ (IMS, BHU)ରୁ ଅର୍ଥୋପେଡିକ୍ସରେ ଏମ୍‌ଏସ୍‌ ଶିକ୍ଷା ସଫଳତାର…

ବିଜେପିର ସେବା ସଂକଳ୍ପ ଅଭିଯାନ ଆରମ୍ଭ

କୋଟପାଡ଼: ସାରା ଭାରତରେ ଭାରତୀୟ ଜନତା ପାର୍ଟି ଦ୍ୱାରା ସେବା ସଂକଳ୍ପ ଅଭିଯାନ ଚାଲୁ ରହିଛି ! ଏହି ଅବସରରେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡକ୍ଟର ବିଶ୍ୱଜିତ…

ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଓ ସର୍ଭେ ନିମନ୍ତେ ମୁଖ୍ୟ ପ୍ରଶିକ୍ଷକଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି : :-ଗଜପତି ଜିଲ୍ଲାରେ ତୃଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସର୍ଭେ କାର୍ଯ୍ୟକୁ ସୁବ୍ୟବସ୍ଥିତ ଓ ସଠିକ୍ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶିକ୍ଷକମାନଙ୍କର ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ…

ଥୁଡିବାହାଲ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬ ଝାଂକ୍ରିପାଳି ଠାରେ ଅନୁଷ୍ଠିତ

ବେଳପଡ଼ା: ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଥୁଡିବାହାଲ ଆଞ୍ଚଳିକ ସାଧନା କେନ୍ଦ୍ର ପକ୍ଷରୁ ଆଜି ଝାଙ୍କ୍ରିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆୟୋଜିତ ହୋଇଯାଇଛି। ଏଥିରେ ସାଧନା କେନ୍ଦ୍ର ଅଧୀନରେ ଥିବା…

ତିନୋଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣା. ଜଣେ ମୃତ ଦୁଇ ଡ୍ରାଇଭର ଫେରାର

ଟିଟିଲାଗଡ଼: -ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ନବୀନ ଛକ ନିକଟ ଜାତୀୟ ରାଜପଥ 26 ରେ ସିରିଜ ଦୁର୍ଘଟଣାl ଘଟଣା ସ୍ଥଳରେ ଜଣେ ଡ୍ରାଇଭର ମୃତ ହୋଇଥିବା ବେଳେ ଅନ୍ୟ ଦୁଇ ଗାଡିର ଦୁଇ ଡ୍ରାଇଭର ଫେରାର ଅଛନ୍ତିl ସୂଚନା ମୁତାବକ…

ବେଳପଡ଼ା ବ୍ଲକରେ ବ୍ଲକସ୍ତରୀୟ ‘ସେବା ସେତୁ’ କ୍ୟାମ୍ପ ଆୟୋଜିତ

ବେଳପଡ଼ା: : ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଠାରେ ବ୍ଲକସ୍ତରୀୟ ‘ସେବା ସେତୁ’ କ୍ୟାମ୍ପ ଆୟୋଜିତ ହୋଇଥିବା ଅବସରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ବେଳପଡ଼ା…

ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବା ସହ ଆଗାମୀ ପାର୍ବଣ ଋତୁରେ ବଢ଼ିବାକୁ ଥିବା ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରାଯିବ। ଅତିରିକ୍ତ କୋଚ୍ ସଂଯୋଗ ସମ୍ପର୍କିତ…

ସରକାରୀ ବ୍ରିଜ୍‌ ନମିଳିବାରୁ ଗ୍ରାମବାସୀ ନିଜେ ତିଆରି କରିଥିଲେ, ବର୍ଷାରେ ଧୋଇଗଲା; ଏବେ ଭଗବାନ ଭରସା

ବୈପାରିଗୁଡା : : ରାସ୍ତା ନାହିଁ, ବ୍ରିଜ୍‌ ନାହିଁ। ଗାଁକୁ ଯିବାକୁ ହେଲେ ନାଳ ପାର ହେବାକୁ ପଡ଼ୁଛି। ବର୍ଷା ହେଲେ ବଢ଼ିଯାଉଛି ନାଳର ପାଣି, ଆଉ ତା’ ସହ ଅଟକିଯାଉଛି ଗାଁର ଯୋଗାଯୋଗ। ସରକାରୀ ବ୍ୟବସ୍ଥାକୁ ଅପେକ୍ଷା କରି କରି…