ଗୋପବନ୍ଧୁ ସେବା ଟ୍ରଷ୍ଟ ଓଡିଶା ତରଫରୁ ପ୍ରତିଭା ସମ୍ମାନ

ନିମାପଡା : ନିମାପଡା ବ୍ଲକ ଅନ୍ତର୍ଗତ ଡେଣୁଆଁ ପଂଚାୟତ ଆଳିପିଙ୍ଗଳସ୍ଥିତ ଐଶାନେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ ସେବା ଟ୍ରଷ୍ଟ ଓଡିଶା ତରଫରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ…

ରିଟ ମାମଲାର ଐତିହାସିକ ରାୟ ସମ୍ବନ୍ଧରେ ସଚେତନତା

ନୂଆପଡ଼ା ସୁନସୁନିଆସ୍ଥିତ ମହାମାୟା ଆଇନ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସୁହାସ ଚାକମା-ବନାମ-ଭାରତ ସରକାର ଓ ଅନ୍ୟାନ୍ୟ [ୱ୍ରିଟ୍ ପିଟିସନ୍ (ସିଭିଲ୍) ନଂ ୧୦୮୨/୨୦୨୦] ମାମଲା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ…

ନେରେଡି ବ୍ୟାରେଜ ନିର୍ମାଣ : ଉଚ୍ଚସ୍ତରୀୟ କମିଟିର ସାରା ଗ୍ରାମ ଗସ୍ତ ଓ କ୍ଷେତ୍ରସ୍ଥଳ ପରିଦର୍ଶନ

ପାରଳାଖେମୁଣ୍ଡି: :- ନେରେଡି ବ୍ୟାରେଜ ପ୍ରକଳ୍ପ ସମ୍ପର୍କରେ ତଦାରଖ ପାଇଁ ଉଚ୍ଚସ୍ତରୀୟ ସୁପରଭାଇଜିଂ କମିଟିର ଗସ୍ତ ଖବର ପାଇ ସାରା, ବାଡିଗାଁ, ନୂଆ ବାଡିଗାଁ ଓ ଆଦର୍ଶନଗର ଅଞ୍ଚଳର ଶହଶହ ଗ୍ରାମବାସୀ ଏକତ୍ରିତ ହୋଇ ପ୍ରକଳ୍ପ ଦ୍ବାରା ଉପୁଜୁଥିବା ସମସ୍ୟା ସମ୍ପର୍କରେ…

ପ୍ରଥମ ସ୍ଥାନ ପାଇଲା ପଦ୍ମପୁରର ଝିଅ ଜେନିଥ ଲାୟନ୍ସ ଗୁରୁକୁଳର ଅଷ୍ଟମ ଶ୍ରେଣୀ ଛାତ୍ରୀ

ପଦ୍ମପୁର, ୮/୧୦ (ଡ଼ିଲେଶ୍ଵର ବାଗ): ବରଗଡ଼ ଜିଲ୍ଲା ବନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଇଂରାଜୀ ବିତର୍କ ପ୍ରତିଯୋଗିତାରେ ବାଜି ମାରିଲେ ପଦ୍ମପୁରର ଆରାଧ୍ୟା ଦୋରା।ଜେନିଥ ଲାଏନ୍ସ ଗୁରୁକୁଳର ଅଷ୍ଟମ ଶ୍ରେଣୀର ଏହି ଛାତ୍ରୀ ତାଙ୍କ ସୁନ୍ଦର ବକ୍ତୃତା ପାଇଁ…

ଖୋଲାନ୍ ପିଏମ୍ ଶ୍ରୀ ପିଜିଏଚ୍‌ଏଚ୍‌ଏସ୍‌ ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଟିଟିଲାଗଡ଼

ପି.ପି. ଏକାଡେମୀ, ବଲାଙ୍ଗୀରଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ୍ ସ୍ଥିତ ପିଏମ୍ ଶ୍ରୀ ପିଜିଏଚ୍‌ଏଚ୍‌ଏସ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ପୁରସ୍କାର ଅର୍ଜନ କରିଛନ୍ତି। ଏହି ସଫଳତା ପରେ ସେମାନେ ଆଗାମୀ ଜୋନ୍…

ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକର ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କେ. ସୋମେସ୍ ରାଓଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଟି.…

ମାଲକାନଗିରିରେ ହେଲଥ୍ କାର୍ଡ ଠକେଇ ଗରିବ ଆଦିବାସୀଙ୍କ ନାଁରେ ଚାଲିଛି ହରିଲୁଟ୍, ବିଶାଖାପାଟଣା ନେଇ କମିଶନ୍ ହାତାଉଛନ୍ତି ଏଜେଣ୍ଟ

​ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନାଁରେ ବଡ଼ଧରଣର ହେଲଥ୍ କାର୍ଡ ଠକେଇ ଓ ଟଙ୍କା ହରିଲୁଟ୍ ହେଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଗରିବ, ସରଳ ଓ ଅଶିକ୍ଷିତ ଆଦିବାସୀଙ୍କ ସ୍ୱାସ୍ଥ୍ୟ କାର୍ଡକୁ ବ୍ୟବହାର…

ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ

ମାଲକାନଗିରି: ଜିଲ୍ଲାରେ ଜନସ୍ୱାସ୍ଥ୍ୟ ସଚେତନତା ଓ ରୋଗ ନିରାକରଣକୁ ତ୍ଵରାନିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ଜୋଶ୍ ଦଳର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଜ ନିଜ ଅଞ୍ଚଳକୁ ଯକ୍ଷ୍ମା ମୁକ୍ତ କରିବାରେ ସଫଳତା ହାସଲ…

ପାର୍ବଣ ଋତୁ ଭିଡ଼କୁ ଦୃଷ୍ଟିରେ ରଖି ସିଆଲଦାହ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ପୂଜା ସ୍ପେଶାଲ୍ ଟ୍ରେନ

ଆଗାମୀ ଦୁର୍ଗାପୂଜା ଓ ଦୀପାବଳି ପାର୍ବଣ ଋତୁରେ ଯାତ୍ରୀ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ସୁନିଶ୍ଚିତ କରିବା ସହ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ଗୁଡ଼ିକରେ ଅତିରିକ୍ତ ପୂଜା ସ୍ପେଶାଲ୍…

ଚୁଆ ଓ ଆଳତିରେ ମହୁକୁଛି ମା ରାମଚଣ୍ଡୀଙ୍କ ମନ୍ଦିର

ପୁରୀ-ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଶ୍ରୀକ୍ଷେତ୍ରରେ ଅଷ୍ଟଚଣ୍ଡୀ ପୀଠ ସମେତ ଶକ୍ତି ପୀଠରେ ମାଙ୍କୁ ଭିନ୍ନ ଭିନ୍ନ ବେଶରେ ଦର୍ଶନ କରୁଛନ୍ତି ଭକ୍ତ । ଷୋଳଦିନରେ ମାଆଙ୍କ ଉଣେଇଶି ପ୍ରକାର ବେଶ ଦର୍ଶନ କରିବେ ଭକ୍ତ…