ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଭିର୍ତ୍ତିଭୂମି ଉନ୍ନତି ପାଇଁ ଅର୍ଥ ମଞ୍ଜୁର
ନିମାପଡା ୭. ୧୦. ୨୦୨୬(ବସନ୍ତ ଦାସ )ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଭିର୍ତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଏକସ୍ତରୀ ଲକ୍ଷ ସତୁରି ହଜାର ଟଙ୍କା ମଞ୍ଜୁର ହୋଇଛି…
