ଆକୃତି ବିଦ୍ୟାମନ୍ଦିର ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : କଟକର ଆକୃତି ବିଦ୍ୟା ମନ୍ଦିର ପରିସରରେ ୧୫ତମ ବାର୍ଷିକ ବିଜ୍ଞାନ ବାଟିକା ଆନନ୍ଦ ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଅନ୍ୟ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି…

ପ୍ରଣାମ ପ୍ରଣବ ଶ୍ରଦ୍ଧାଞ୍ଜଳି ଓ ସଂଗୀତାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ କଳାକାର ସଙ୍ଘ ତରଫରୁ କୁଜଙ୍ଗ ସୂଚନା ଭବନ ଠାରେ ପ୍ରଣାମ ପ୍ରଣବ ଶ୍ରଦ୍ଧାଞ୍ଜଳି ଓ ସଂଗୀତାଞ୍ଜଳି ସଭା ଅନୁଷ୍ଠିତ ଏଥିରେ କୁଜଙ୍ଗ କଳାକାର ସଙ୍ଘ ର ସଭାପତି ଜିତେନ୍ଦ୍ରିୟ ରାଉତ, ଉପସଭାପତି ବଳଦେବ ମହାପାତ୍ର,…

ଆକୃତି ବିଦ୍ୟାମନ୍ଦିର ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ଆକୃତି ବିଦ୍ୟାମନ୍ଦିର ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ । କଟକର ଆକୃତି ବିଦ୍ୟା ମନ୍ଦିର ପରିସରରେ ୧୫ତମ ବାର୍ଷିକ ବିଜ୍ଞାନ ବାଟିକା ଆନନ୍ଦ ଉଲ୍ଲାସ ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଅନ୍ୟ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀରୁ ଦ୍ବାଦଶ…

ଖାରଡା ଚାଷୀଙ୍କ ଗୁହାରି ଶୁଣିଲେ ବିଧାୟକ

କାଶୀନଗର : ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା, ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା କାଶୀନଗର: ନିଜ ଜମି, ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ଖାରଡା ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା…

ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଧାନ ପଞ୍ଜୀକରଣ ଅବଧି ଆଉ ୭ ଦିନ ବୃଦ୍ଧି କରାଯାଇଛି। ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ ସେକ୍ସନର ଡାବରଚୁଆ ଗ୍ରାମ ଦୁଧିଆଚୁଆ ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣକ ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରୀ ଗ୍ରାମ ବଡ଼ପଶି ସାହିର ନୃସିଂହ ନାଏକଙ୍କ…

ଓଡ଼ିଶାରେ ଓଡ଼ିଆ ବିଇଡି ସୁଯୋଗ ମିଳିବ କେବେ?

ଭୁବନେଶର: ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଛାତ୍ର ନିଯୁକ୍ତି ପାଇଁ ସିଟି. କିମ୍ବା ବିଇଡି ଜରୁରୀ, ମାତ୍ର ଓଡିଶାରେ ସଂସ୍କୃତ, ହିନ୍ଦୀ ଓ ଉର୍ଦ୍ଦୁ ଭଳି ବିଷୟ ପାଇଁ ସ୍ଵତନ୍ତ୍ର ବିଇଡି ବ୍ୟବସ୍ଥା ସହିତ କଳା ଓ ବିଜ୍ଞାନ ବିଷୟରେ ବିଇଡି…

ସ୍ୱାମୀ କୋର୍ଟର ଦ୍ୱାରସ୍ଥ ହେଲେ ନିଜ ସ୍ତ୍ରୀକୁ ପାଇବା ପାଇଁ

ଚୌଦ୍ୱାର: ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସୁରକ୍ଷା ପାଇଁ ସରକାର ଅନେକ ଆଇନ ତିଆରି କରିଛନ୍ତି ; କିନ୍ତୁ ଆଜିର ନାରୀ ଆଇନର ଅପବ୍ୟବହାର କରି ନାରୀରୁ ନିଆଁ ସାଜି ନିଜ ପରିବାରକୁ ଜାଳି ପୋଡ଼ି ପାଉଁଶ କରିଦେବା ପାଇଁ ପଛାଉ…

କ୍ୟାନସର ପୀଡିତ ଆରୀୟନଙ୍କୁ ୫୦ହଜାର ଟଙ୍କା ସହାୟତା ପ୍ରଦାନ

ଅନୁଗୋଳ : ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଗ୍ରାମର ଅଜିତ କୁମାର ବେହେରା ଓ ଶ୍ରାବଣୀ ବେହେରାଙ୍କ ୫ବର୍ଷ ର ପୁଅ ଆରୀୟନ ବେହେରା ରକ୍ତ କର୍କଟ ରୋଗରେ ପୀଡିତ ଅଛନ୍ତି। ପରିବାର ର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ…

ଶିମିଳିପାଳରେ ବାଘୁଣୀ ‘ଜିନ୍ନତ୍’ର ଖୋଲାଯିବ ରେଡିଓ କଲାର

ଶିମିଳିପାଳକ `: ଶିମିଳିପାଳ ପାଇଁ ଖୁସି ଖବର, ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜର ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜୀନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ…